ପ୍ରକାଶ ପାଇଲା ଆଇସିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ, ଜାଣନ୍ତୁ କିପରି ଜାଣିବେ ପରୀକ୍ଷା ଫଳ
କାଉନସିଲ୍ ଫର ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (CISCE) ଶନିବାର ଦିନ ଅପରାହ୍ନ 3 ଟାରେ ICSE (ଦଶମ ଶ୍ରେଣୀ) ଏବଂ ISC (ଦ୍ୱାଦଶ ଶ୍ରେଣୀ) ଫଳାଫଳ ଘୋଷଣା କରିଛି ।
ନୂଆଦିଲ୍ଲୀ : କାଉନସିଲ୍ ଫର ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (CISCE) ଶନିବାର ଦିନ ଅପରାହ୍ନ 3 ଟାରେ ICSE (ଦଶମ ଶ୍ରେଣୀ) ଏବଂ ISC (ଦ୍ୱାଦଶ ଶ୍ରେଣୀ) ଫଳାଫଳ ଘୋଷଣା କରିଛି । ଚଳିତ ବର୍ଷ ବୋର୍ଡ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିବା ଛାତ୍ରମାନେ ବର୍ତ୍ତମାନ CISCE ର ଅଫିସିଆଲ୍ ୱେବସାଇଟ୍, cisce.org ପରିଦର୍ଶନ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ ।

CISCE ଦ୍ୱାରା ପ୍ରକାଶିତ ଫଳାଫଳ ଅନୁଯାୟୀ, ICSE (ଶ୍ରେଣୀ ଦଶମ) ର ମୋଟ ପାସ୍ ହାର ରହିଛି 99.98% । ସେହିପରି ISC (ଦ୍ୱାଦଶ ଶ୍ରେଣୀ) ପାସ୍ ହାର ହେଉଛି 99.76 ପ୍ରତିଶତ । ISC ରେ 99.86 ପ୍ରତିଶତ ବାଳକ ପାସ୍ କରିଥିବା ବେଳେ ଓ 99.66 ଛାତ୍ରୀ ପାସ୍ କରିଛନ୍ତି ।
ଏହି ବର୍ଷ ICSE ପରୀକ୍ଷାରେ 2 ଲକ୍ଷ 19 ହଜାର 499 ଛାତ୍ରଛାତ୍ରୀ ଏବଂ ISE ରେ 94 ହଜାର 11 ଛାତ୍ରଛାତ୍ରୀ ପଞ୍ଜିକରଣ କରାଇଥିଲେ । ଚଳିତ ବର୍ଷ କରୋନା ମହାମାରୀର ଦ୍ୱିତୀୟ ଲହର ହେତୁ ISCE ଏବଂ ISC ର ପରୀକ୍ଷାକୁ ବାତିଲ କରି ମୂଲ୍ୟାଙ୍କନ ନୀତି ଅନୁଯାୟୀ ଫଳାଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । CISCE କହିଛି ଯେ ଚଳିତ ବର୍ଷ ଉତ୍ତର ଖାତାର ପୁନଃ ଯାଞ୍ଚର ସୁବିଧା ଯୋଗାଇ ଦିଆଯିବ ନାହିଁ ।
ଏହିପରି ଆପଣଙ୍କର ଫଳାଫଳ ଯାଞ୍ଚ କରନ୍ତୁ
ସୋପାନ 1 : ଛାତ୍ରମାନେ cisce.org କିମ୍ବା results.cisce.org ପରିଦର୍ଶନ କରନ୍ତୁ ।
ସୋପାନ 2 : 'Results 20211' ଲିଙ୍କରେ କ୍ଲିକ୍ କରନ୍ତୁ ।
ସୋପାନ 3 : ICSE / ISC 2021 ଉପରେ କ୍ଲିକ୍ କରନ୍ତୁ ।
ସୋପାନ 4 : ଏଥିରେ ଆବଶ୍ୟକୀୟ ତଥ୍ୟ ଦେଇ ସବମିଟ୍ କରନ୍ତୁ ।
ସୋପାନ 5 : ଏହା ପରେ ଆପଣ ଫଳାଫଳ ଜାଣିପାରିବେ ଏବଂ ଡାଉନଲୋଡ୍ ମଧ୍ୟ କରିପାରିବେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications