Get Updates
Get notified of breaking news, exclusive insights, and must-see stories!

ଚିରାଗ ପାଶୱାନଙ୍କ ସମ୍ପର୍କୀୟ ଭାଇ ସାଂସଦ ପ୍ରିନ୍ସ ରାଜଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଅଭିଯୋଗ

ଲୋକ ଜନଶକ୍ତି ପାର୍ଟିର ସାସଂଦ ଏବଂ ଚିରାଦ ପାଶୱାନଙ୍କ ସମ୍ପର୍କୀୟ ଭାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଜାତୀୟ ରାଜଧାନୀ ଦିଲ୍ଲୀର କନ୍ନୋଟ୍ ପ୍ଲେସ୍ ପୋଲିସ୍ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି ।

ନୂଆଦିଲ୍ଲୀ : ଲୋକ ଜନଶକ୍ତି ପାର୍ଟିର ସାସଂଦ ଏବଂ ଚିରାଦ ପାଶୱାନଙ୍କ ସମ୍ପର୍କୀୟ ଭାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଜାତୀୟ ରାଜଧାନୀ ଦିଲ୍ଲୀର କନ୍ନୋଟ୍ ପ୍ଲେସ୍ ପୋଲିସ୍ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି ।

ସୂଚନା ଅନୁଯାୟୀ, ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ମାମଲା ପଞ୍ଜିକୃତ ହୋଇଛି । ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସିର ଧାରା 376, 376 (2) (k), 506, 201, 120B ଅନୁଯାୟୀ ପ୍ରିନ୍ସ ରାଜ ପାସୱାନଙ୍କ ବିରୋଧରେ ଅଭିଯୋଗ ରୁଜୁ ହୋଇଛି ।

prince Raj Paswan

ଆମେ ଆପଣଙ୍କୁ କହି ରଖୁଛୁ ଯେ ପ୍ରିନ୍ସ ରାଜ ପାଶୱାନ ବିହାରର ସମସ୍ତୀପୁରରୁ ଲୋକସଭା ସାଂସଦ । ବିଦ୍ରୋହ କରି ଚିରାଗ ପାସୱାନଙ୍କୁ ଦଳର ନେତୃତ୍ୱରୁ ହଟାଇ ଦେଇଥିବା ପାଞ୍ଚଜଣ ସାଂସଦଙ୍କ ମଧ୍ୟରେ ମଧ୍ୟ ସେ ଥିଲେ । ଏଥି ସହିତ, ପ୍ରିନ୍ସ ରାଜଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ କରିଥିବା ମହିଳା ଜଣକ ମଧ୍ୟ ଏଲଜେପି କାର୍ଯ୍ୟାଳୟର ପୂର୍ବତନ ଅଧିକାରୀ ଅଟନ୍ତି ।

ମହିଳା ତିନି ମାସ ପୂର୍ବରୁ ପ୍ରିନ୍ସଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ମହିଳା ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ପ୍ରିନ୍ସ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଏ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ପୋଲିସ ଅଧିକାରୀ କହିଛନ୍ତି ଯେ ଗୁରୁବାର କୋର୍ଟଙ୍କ ନିର୍ଦ୍ଦେଶ ଆସିଛି, ଯାହା ପରେ ଆଜି ମାମଲା ରୁଜୁ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+