ମୋବାଇଲ ଟଙ୍କାକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା କଲା ସାଙ୍ଗ

ମୋବାଇଲ ଟଙ୍କାକୁ କେନ୍ଦ୍ର କରି ବନ୍ଧୁଙ୍କୁ ହତ୍ୟାକାଲା ବନ୍ଧୁ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନ ମାଧପୁର ପଂଚାୟତ ଅଖଣାସାହି ଗାଁରେ ଏମିତି ଘଟଣା ଘଟିଛି । ବନ୍ଧୁ ତାର ବନ୍ଧୁକୁ ଅତି ନିର୍ଦୟ ଭାବରେ ହତ୍ୟା କରି ପ୍ରମାଣ ଲୁଚାଇବା ପାଇଁ ନଟିଆ ଜୋରରେ ଫୋପାଡ଼ି ଦେଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ଆଧରରେ ପୋଲିସ ହତ୍ୟାକାରୀଙ୍କୁ ଧରିବା ସହ ତାଙ୍କ ନିକଟରୁ ମୃତକର ମୋବାଇଲ ଜବଦ କରିଛି ଏବଂ ଫରେନ୍ସିକ ଟିମ ସହ ସନ୍ଧାନୀ କୁକୁର ସହାୟତରେ ତଦନ୍ତ କରାଯାଇଛି । ଏହି ଘଟଣାରେ ପୋଲିସ ଅଭିଯୁକକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।

MURDER

ମୃତ ଯୁବକ ଜଣକ ହେଉଛନ୍ତି ମାଧପୁର ପଂଚାୟତ ଅଣଖାସାହି ଗାଁର ରମେଶ ଦାସଙ୍କ ପୁଅ ସୁକାନ୍ତ ଦାସ ଏବଂ ହତ୍ୟାକାରୀ ଯୁବକ ଜଣକ ସେହି ଗାଁର ହୁର୍ଷି ଦାସଙ୍କ ପୁଅ ଜୟଦେବ ଦାସ ବୋଲି ପୋଲିସ ସୁଚନା ଦେଇଛି ।

ତେବେ କେମିତି ଓ କେଉଁ ପରିସ୍ଥିତିରେ ସେ ମାରିଲା ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ । ତଦନ୍ତ ପରେ ସବୁ ତଥ୍ୟ ସ୍ପଷ୍ଟ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+