Get Updates
Get notified of breaking news, exclusive insights, and must-see stories!

ଆର୍ଯ୍ୟନ୍ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଏନଡିପିଏସ୍ କୋର୍ଟରୁ ପୁଣି ଝଟକା, ନ୍ୟାୟିକ ହେପାଜତ ଅକ୍ଟୋବର 30 ପର୍ଯ୍ୟନ୍ତ ବୃଦ୍ଧି

କ୍ରୁଜ୍ ଡ୍ରଗ୍ସ ଲିଙ୍କ ମାମଲାରେ ଆର୍ୟନ୍ ଖାନ୍ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଏନଡିପିଏସ୍ କୋର୍ଟରୁ ପୁଣି ଝଟକା ଲାଗିଛି । ସମସ୍ତ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତର ଅବଧି ଅକୋର୍ଟବର 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

ମୁମ୍ବାଇ : କ୍ରୁଜ୍ ଡ୍ରଗ୍ସ ଲିଙ୍କ ମାମଲାରେ ଆର୍ୟନ୍ ଖାନ୍ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଏନଡିପିଏସ୍ କୋର୍ଟରୁ ପୁଣି ଝଟକା ଲାଗିଛି । ସମସ୍ତ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତର ଅବଧି ଅକୋର୍ଟବର 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

aryan khan

କ୍ରୁଜ୍ ଜାହାଜ ଡ୍ରଗ୍ସ ମାମଲାର ଗୁରୁବାର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟରେ କୋର୍ଟ ଆର୍ୟନ ଖାନଙ୍କ ନ୍ୟାୟିକ ହେପାଜତକୁ 30 ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ତାଙ୍କ ସହ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ 30 ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ । ଭିଡିଓ କନଫରେନ୍ସିଂ କିମ୍ବା ଶାରୀରିକ ସ୍ତରରେ ଅଭିଯୁକ୍ତଙ୍କୁ ଏଥର କୋର୍ଟରେ ହାଜର କରାଯାଇ ନାହିଁ । ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ବମ୍ବେ ହାଇକୋର୍ଟରେ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣିକୁ କୌଣସି ପ୍ରକାରେ ପ୍ରଭାବିତ କରିବ ନାହିଁ ।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର 3ରେ ଆର୍ୟନ ଖାନ୍, ଅରବାଜ ଓ ମୁନମୁନ ଧମେଚା ଗିରଫ ହୋଇଥିଲେ । ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଜାହାଜ କୋର୍ଡେଲିଆରେ ଡ୍ରଗ୍ସ ରଖିବା ଓ ସେବନ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା । ତେବେ ଆରୟନଙ୍କ ପାଖରୁ ଡ୍ରଗ୍ସ ମିଳିନଥିଲା । ଗତକାଲି ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଆରୟନଙ୍କ ଜାମିନ ନାମଞ୍ଜୁର କରିଦେଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+