Get Updates
Get notified of breaking news, exclusive insights, and must-see stories!

ବୋମାମାଡ଼ କରି 14 ଲକ୍ଷ ଲୁଟିନେଲେ ଦୁବୃର୍ତ୍ତ

କାମାକ୍ଷାନଗର: ସକାଳୁ ସକାଳୁ ବୋମାମାଡ଼ । ଗୋରୁ ବେପାରୀଙ୍କ ଠାରୁ ଲୁଟିନେଲେ 14 ଲକ୍ଷ ଟଙ୍କା । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କାମାକ୍ଷାନଗର ସାପ୍ତାହିକ ହାଟ ନିକଟରେ ।

Loot

ଜିରାଳ ସାପ୍ତାହିକ ହାଟରେ ବୋମା ମାଡ଼ କରି ଲୁଟ୍‌ପାଟ ଅଭିଯୋଗ ହୋଇଛି । ଗୋରୁ ହାଟକୁ ଆସିଥିବା ବେପାରୀଙ୍କୁ ଟାର୍ଗେଟ୍‌ କରିଛନ୍ତି ଦୁବୃର୍ତ୍ତ । ବୋମାମାଡ଼ ସହ 2 ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଭୟଭୀତ ମଧ୍ୟ କରିଥିଲେ । ଏପରିକି ଡ୍ରାଇଭରଙ୍କୁ ଭୟଭୀତ କରି 14 ଲକ୍ଷ ଟଙ୍କା ସହ ବୋଲେରୋ ନେଇ ଫେରାର ହୋଇଯାଇଛନ୍ତି 5 ଦୁର୍ବୃତ୍ତ ।

ସୂଚନା ଅନୁସାରେ, କିଛି ବ୍ୟବସାୟୀ ଆଜି ଜିରାଳ ସାପ୍ତାହିକ ହାଟରୁ ଗୋରୁ କିଣିବା ପାଇଁ ଆସିଥିଲେ । ଏହି ସମୟରେ ସେମାନଙ୍କୁ 5 ଦୁବୃର୍ତ୍ତ ବୋମାମାଡ଼ କରିବା ସହ ଫାଙ୍କା ଗୁଳି ଚଳାଇ ଭୟଭୀତ କରିଥିଲେ । ସେମାନଙ୍କୁ ଠାରୁ 14 ଲକ୍ଷ ଟଙ୍କା ଲୁଟିନେବା ସହ ଗାଡ଼ି ନେଇ ଫେରାର ହୋଇଯାଇଥିଲେ । ଖବର ପାଇ କାମାକ୍ଷାନଗର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+