‘ପୁଷ୍ପା' ଫିଲ୍ମ ଷ୍ଟାଇଲରେ ଚୋରୀ କରୁଥିଲା ନାଲି ଚନ୍ଦନ କାଠ, ମଡ଼ି ବସିଲା ପୋଲିସ୍

ନିକଟ ଅତୀତରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ ‘ପୁଷ୍ପା - ଦ ରାଇଜ୍' ରେ ଅଭିନେତା ଅଲ୍ଲୁ ଅର୍ଜୁନ ଚୋରୀ କରୁଥିବା ଷ୍ଟାଇଲକୁ ଫଲୋ କରି ଧରା ପଡ଼ିଛି ଜଣେ ନାଲି ଚନ୍ଦନ ଚୋର ।

ମୁମ୍ବାଇ : ମହଙ୍ଗା ପଡ଼ିଲା ଫିଲ୍ମ ଷ୍ଟାଇଲରେ ଚୋରୀ । ନିକଟ ଅତୀତରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ 'ପୁଷ୍ପା - ଦ ରାଇଜ୍' ରେ ଅଭିନେତା ଅଲ୍ଲୁ ଅର୍ଜୁନ ଚୋରୀ କରୁଥିବା ଷ୍ଟାଇଲକୁ ଫଲୋ କରି ଧରା ପଡ଼ିଛି ଜଣେ ନାଲି ଚନ୍ଦନ ଚୋର ।

sanadalwood smuggling

ଘଟଣାଟି କର୍ଣ୍ଣାଟକର । କର୍ଣ୍ଣାଟକର ଜଣେ ବ୍ୟକ୍ତି ନାଲି ଚନ୍ଦନ ଚୋରା ଚାଲାଣ କରୁଥିବା ବେଳେ ମହାରାଷ୍ଟ୍ରରେ ଗିରଫ ହୋଇଥିଲେ । ୟାସିନ ଇନାଥୁଲ୍ଲା ନାମକ ଅଭିଯୁକ୍ତ ଜଣକ ଟ୍ରକରେ ନାଲି ଚନ୍ଦନ ବୋଝେଇ କରି ଏହା ଉପରେ ଫଳ ଏବଂ ପନିପରିବା ବାକ୍ସ ଘୋଡାଇ ରଖିଥିଲା । ଯେପରି ଅଲୁ ଅର୍ଜୁନ ଏକ ଟ୍ୟାଙ୍କରରେ କାଠ ପକାଇ ତା ଉପରେ କ୍ଷୀର ରଖି ନାଲି ଚନ୍ଦନ ଚୋରା ଚାଲାଣ କରୁଥିବା ଦେଖାଯାଇଥିଲା ।

ଇନାଥୁଲ୍ଲା ପୋଲିସେ ଆଖିରେ ଧୂଳି ଦେଇ କର୍ଣ୍ଣାଟକ-ଆନ୍ଧ୍ର ସୀମାକୁ ସଫଳତାର ସହ ପାର୍ କରିଥିଲା କିନ୍ତୁ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ମେରାଜ ନଗର ଠାରେ ଗାନ୍ଧୀ ଛକ ଅଞ୍ଚଳରେ ପ୍ରବେଶ କରିବା ପରେ ପୋଲିସ୍ ହାତରେ ଧରା ପଡ଼ିଥିଲା । ପାଖାପାଖି 2.45 କୋଟି ଟଙ୍କାର 1 ଟନ୍ ଚନ୍ଦନ କାଠ ସହ ଟ୍ରକକୁ ପୋଲିସ ଜବତ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+