Get Updates
Get notified of breaking news, exclusive insights, and must-see stories!

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମ୍ବୀର ସିଂହ ପଳାତକ ଘୋଷିତ , ଜବତ ହେବ ସମ୍ପତ୍ତି

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମ୍ବୀର ସିଂହଙ୍କୁ ପଳାତକ ଘୋଷିତ କରାଯାଇଛି । ବାରମ୍ବାର ଡକାଯିବା ପରେ ହାଜର ନ ହେବା କାରଣରୁ ପରମ୍ବୀର ସିଂହଙ୍କୁ ମୁମ୍ବାଇ କୋର୍ଟ ଦ୍ୱାରା ପଳାତକ ଘୋଷିତ କରାଯାଇଛି ।

ମୁମ୍ବାଇ : ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମ୍ବୀର ସିଂହଙ୍କୁ ପଳାତକ ଘୋଷିତ କରାଯାଇଛି । ବାରମ୍ବାର ଡକାଯିବା ପରେ ହାଜର ନ ହେବା କାରଣରୁ ପରମ୍ବୀର ସିଂହଙ୍କୁ ମୁମ୍ବାଇ କୋର୍ଟ ଦ୍ୱାରା ପଳାତକ ଘୋଷିତ କରାଯାଇଛି । ପରମ୍ବୀର ସିଂଙ୍କୁ 30 ଦିନ ମଧ୍ୟରେ ହାଜର ହେବାକୁ ଅଲ୍ଟିମେସନ୍ ମଧ୍ୟ ଦିଆଯାଇଛି । ଏଭଳି ପରିସ୍ଥିତିରେ ଯଦି ସେ ଠିକ୍ ସମୟରେ ନଆସନ୍ତି ତେବେ ତାଙ୍କ ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ ହେବ ।

parambir singh

ପରବୀର ସିଂହଙ୍କ ବିରୋଧରେ 100 କୋଟି ଟଙ୍କାର ବଟି ଆଦାୟ ଅଭିଯୋଗ ଆଣିଥିଲା କ୍ରାଇମବ୍ରାଞ୍ଚ । ଆଉ ଏହି ମାମଲା ପରେ ସେ ଫେରାର ହେବା ସହ ଯାଞ୍ଚ କମିଟି ସମ୍ମୁଖକୁ ମଧ୍ୟ ଆସିନଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+