Get Updates
Get notified of breaking news, exclusive insights, and must-see stories!

ଚୋର ଧରାଇବ Google ମ୍ୟାପ୍, ଲୋକେସନ୍ ଟ୍ରାକ୍ କରିବ ପୋଲିସ୍

Google map: ଗତ କିଛି ଦିନ ହେବ ରାଜଧାନୀରେ ଚୋର ଓ ଲୁଟେରାଙ୍କ ଆତଙ୍କ ବଢିବାରେ ଲାଗିଛି । ଘରେ ପଶି କଳା କନା ବୁଲାଇବା ଠାରୁ ଆରମ୍ଭ କରି ରାସ୍ତାରେ ଚେନ୍ ଲୁଟେରାଙ୍କ ପ୍ରାଦୁର୍ଭାବ ବଢୁଛି । କମିଶନରେଟ୍ ପୋଲିସର ମୁଣ୍ଡବିନ୍ଧାର କାଣ ପାଲଟିଛନ୍ତି ଏହି ସବୁ ଚୋର ଦଳ ।

google map

ସେମାନଙ୍କୁ ଟ୍ରାକ୍ କରି କାବୁ କରିବାକୁ ଏକ ଅଭିନବ ଉପାୟ ଆପଣେଇଛି ପୋଲିସ୍ । ରାଜଧାନୀରେ ଚୋରକୁ ଧରିବାରେ ସାହାଯ୍ୟ କରିବ Google ମାପ । ଗୁଗଲ ମ୍ୟାପ୍ ଜରିଆରେ ଲୁଟେରାଙ୍କୁ ଧରିବ କମିଶନରେଟ ପୋଲିସ । ଚୋରର ଲୋକେଶନକୁ ଟ୍ରାକ୍ କରାଯିବ । ଟେକ୍ନୋଲଜି ସହାୟତାରେ ଧରିବାକୁ ରୋଡମ୍ୟାପ୍ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏ ନେଇ ବିଭିନ୍ନ ଟେଲିକମ ସହାୟତା ନେବ ପୋଲିସ୍ । କବେଳ ଚୋର ନୁହଁ, ସାଇବର ଅପରାଧୀଙ୍କୁ ଧରିବା ପାଇଁ ମଧ୍ୟ ଯୋଜନା କରାଯାଇଛି ।
ହାଇ ଟେକ୍ନୋଲୋଜି ଜରିଆରେ ହେବ ଆକ୍ସନ । ଜେଲ ଫେରନ୍ତା ଅପରାଧୀଙ୍କ ଉପରେ ନଜର ରଖାଯାଉଛି । ଏହାର ମନିଟରିଂ କରୁଛନ୍ତି ଡିସିପି । ଏ ନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+