ବଚନସୁଧା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ବଚନସୁଧା ହତ୍ୟା ଘଟଣା ମୁଖ୍ୟ ଅଭିଯୁକ୍ତ ଦିପ୍ତୀ ରଞ୍ଜନ ପଟ୍ଟନାୟକଙ୍କୁ ଆଜୀବନ କାରାଦଣ୍ଡ । ଆଜି ଏହି ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟ ।

ଭୁବନେଶ୍ୱର : ବଚନସୁଧା ହତ୍ୟା ଘଟଣା ମୁଖ୍ୟ ଅଭିଯୁକ୍ତ ଦିପ୍ତୀ ରଞ୍ଜନ ପଟ୍ଟନାୟକଙ୍କୁ ଆଜୀବନ କାରାଦଣ୍ଡ । ଆଜି ଏହି ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟ । 2013 ସେପ୍ଟେମ୍ବର 11 ରେ ଏହି ହତ୍ଯାକାଣ୍ଡ ଘଟିଥିଲା। ଦିପ୍ତୀ ରଞ୍ଜନ ସିକ୍ୟୁରିଟି ଗାର୍ଡ ଥିଲା। ରସୁଲଗଡ ଠାରେ ଏକ ଆପାର୍ଟମେଂଟରେ ରହୁଥିବା ୫୩ ବର୍ଷୀୟ ବଚନ ସୁଧାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା ।

Bhubaneswar-Court

ସେହି ସମୟରେ ଏହି ହତ୍ୟାକାଣ୍ଡ ଆଲୋଡନ ସୃଷ୍ଟି କରିଥିଲା । ମାମଲାର ତଦନ୍ତ କରିବାକୁ ଯାଇ ମଞ୍ଚେଶ୍ଵର ଥାନା ପୁଲିସ ୨୦୧୩ ମସିହା ସେପ୍ଟେମ୍ବର ୧୪ ଅର୍ଥାତ ଘଟଣାର ତିନିଦିନ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଦୀପ୍ତି କୁ ଗିରଫ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+