କାରରେ ବିଜେପି ନେତାଙ୍କୁ ଜୀଅନ୍ତା ଜାଳି ହତ୍ୟା
ଭାରତୀୟ ଜନତା ପାର୍ଟି ନେତାଙ୍କ ମୃତ୍ୟୁ ଖବର ତେଲେଙ୍ଗାନାରେ ସାମ୍ନାକୁ ଆସିଛି । ସୂଚନାନୁସାରେ, କିଛି ଅଜ୍ଞାତ ବ୍ୟକ୍ତି ବିଜେପି ନେତାଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି, ଫଳରେ ତାଙ୍କର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ନେତାଙ୍କ ମୃତ୍ୟୁ ଖବର ତେଲେଙ୍ଗାନାରେ ସାମ୍ନାକୁ ଆସିଛି । ସୂଚନାନୁସାରେ, କିଛି ଅଜ୍ଞାତ ବ୍ୟକ୍ତି ବିଜେପି ନେତାଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି, ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

ଏହି ଘଟଣା ମେଡାକ ଜିଲ୍ଲାର । ପୋଲିସ ଏହି ଘଟଣାରେ ମାମଲାରେ ରୁଜୁ କରିଛି । ମେଡାକ ଏସପି ଚନ୍ଦନା ଦୀପ୍ତି କହିଛନ୍ତି ଯେ କାର ଭିତରେ କିଛି ଲୋକ ବିଜେପି ନେତାଙ୍କୁ ନିଆଁ ଲଗାଇ ହତ୍ୟା କରିଛନ୍ତି । ତାଙ୍କ ଜଳିଯାଇଥିବା ଶବ କାର ଭିତରୁ ମିଳିଛି । ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।
Telangana | A local BJP leader in Medak District died after he was set ablaze by unidentified persons. A case has been registered.
"Few persons set him on fire along with his car. We found his burnt body in the trunk of his car," said Chandana Deepti, SP, Medak (10.08) pic.twitter.com/wdmEyThavf
— ANI (@ANI) August 10, 2021












Click it and Unblock the Notifications