ଆଜି ମକର ସଂକ୍ରାନ୍ତି : କଣ ରହିଛି ଆଜି ଦିନର ବିଶେଷତ୍ୱ
ଆଜି ମକର ସଂକ୍ରାନ୍ତି । ଆଜିର ଦିନରେ ସୂର୍ଯ୍ୟଙ୍କ ଉତ୍ତରାୟଣଗତି ଆରମ୍ଭ ହୁଏ । ତେଣୁ କେତେକ ସ୍ଥାନରେ ଏହି ପର୍ବକୁ ଉତ୍ତରାୟଣୀ ନାମରେ ମଧ୍ୟ ଜଣାଯାଏ । ଆଜିର ଦିନରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରନ୍ତି । ଆଜି ଠାରୁ ଦିନ ବଡ଼ ହେବା ଆରମ୍ଭ ହୁଏ । ଏହାର ପ୍ରଭାବ ବହୁତଥିବାରୁ ଶ୍ରଦ୍ଧାଳୁ ମାନେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରନ୍ତି । ଏବଂ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ିଲେ ଶରୀରରେ ନୂଆ ଉର୍ଜାର ସଂଚାର ହେବା ନେଇ ବିଶ୍ୱାସ ରହିଆସିଛି ।
ଏହି ପର୍ବକୁ ଦେଶର କୋଣଅନୁକୋଣରେ ବିଭିନ୍ନ ସମ୍ପ୍ରଦାୟର ଲୋକ ଭିନ୍ନ ଭିନ୍ନ ଭାବେ ପାଳନ କରିଥାନ୍ତି । ଓଡ଼ିଶାରେ ଏହାକି ମକର ସଂକ୍ରାନ୍ତି କୁହାଯାଏ । ଆଜିର ଦିନରେ ଓଡ଼ିଶାର ଲୋକମାନେ 'ମକର ଚାଉଳ' କରିଥାନ୍ତି । ଏହାର ବୈଶିଷ୍ଟ ହେଲା ଅରୁଆ ଚାଉଳ, ନୂଆ ଗୁଡ଼, ଛେନା, କଦଳୀ, ଘିଅ, କ୍ଷୀର ଆଦି ଦେବାଦେବୀଙ୍କ ନିକଟରେ ଭୋଗ ଲାଗି କରାଯାଏ । ଏହି ଭୋଗକୁ ଆନନ୍ଦରରେ ସାଙ୍ଗସାଥୀ ଏବଂ ପଡ଼ୋଶୀଙ୍କୁ ବଣ୍ଟାଯାଇଥାଏ । ଏଥିସହିତ ଦେଶର କେତେକ ସ୍ଥାନରେ ଆଜିର ଦିନରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି ।
ଆଜି ପବିତ୍ର ମକର ସଂକ୍ରାନ୍ତି: ଜାଣନ୍ତୁ କଣ ରହିଛି ଏହା ପଛର ଇତିହାସ
मकर संक्रांति का यह महापर्व सभी देशवासियों के जीवन में नई ऊर्जा एवं उत्तम स्वास्थ्य लेकर आये ऐसी ईश्वर से कामना करता हूँ। मकर संक्रांति की हार्दिक शुभकामनाएँ। pic.twitter.com/6hSYzvVYD2
— Amit Shah (@AmitShah) January 14, 2021
लोहड़ी, मकर संक्रान्ति, पोंगल, भोगाली बिहू, उत्तरायण और पौष पर्व के अवसर पर सभी को हार्दिक बधाई और शुभकामनाएं देता हूं। मेरी कामना है कि इन त्योहारों के माध्यम से हमारे समाज में प्रेम, स्नेह और सौहार्द का बंधन मजबूत हो तथा देश में समृद्धि और खुशहाली बढ़े।
— President of India (@rashtrapatibhvn) January 13, 2021
देशवासियों को मकर संक्रांति की बहुत-बहुत बधाई। मेरी कामना है कि उत्तरायण सूर्यदेव सभी के जीवन में नई ऊर्जा और नए उत्साह का संचार करें।
Makar Sankranti greetings to everyone.
— Narendra Modi (@narendramodi) January 14, 2021
ପବିତ୍ର ମକର ସଂକ୍ରାନ୍ତି ଅବସରରେ ମାନ୍ୟବର ରାଜ୍ୟପାଳ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସମସ୍ତଙ୍କର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି l
Warm wishes on the occasion of #MakarSankranti , #Pongal & #Uttarayan. pic.twitter.com/qiIz1OdSlR
— Governor Odisha (@GovernorOdisha) January 14, 2021
ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। କୋଭିଡ ନିୟମକୁ ଦୃଷ୍ଟିରେ ରଖି ମକର ଉତ୍ସବ ପାଳନ କରନ୍ତୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି। pic.twitter.com/VlzUQ0si56
— Naveen Patnaik (@Naveen_Odisha) January 14, 2021