World Cup 2023: ଭାରତୀୟ ବାୟୁ ସେନାର ଏୟାର ସୋ', ଦେଖିବାକୁ ମିଳିବ ଏହି ସବୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
World Cup 2023: ବିଶ୍ୱକପ୍ ଫାଇନାଲ୍ 2023 ଆରମ୍ଭ ହୋଇଯାଇଛି । ଲକ୍ଷ ଲକ୍ଷ ଦର୍ଶକ ଅହମ୍ମଦାବାଦ ଷ୍ଟାଡ଼ିୟମରେ ଭିଡ଼ ଜମାଇଛନ୍ତି । ଭାରତୀୟ ଦଳ ଓ କଙ୍ଗାରୁ ଦଳ ମଧ୍ୟରେ ହେଉଛି ମହା ମୁକାବିଲା ।

ଏହି ବିଶେଷ ଦିନକୁ ଆହୁରି ରୋମାଞ୍ଚକ କରିବାକୁ ବିସିସିଆଇ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଟସ୍ ପରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଆକାଶ ଉପରେ ଦେଖିବାକୁ ମିଳିଛି ଏୟାର ସୋ । ଭାରତୀୟ ବାୟୁ ସେନା ପକ୍ଷରୁ ପ୍ରଦର୍ଶିତ ହୋଇଛି ଏୟାର ସୋ । ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ଏୟାର ସୋ' କରିଛି । ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ 9 ଟି ଏୟାରକ୍ରାଫ୍ଟ ଏହି ସୋ ପ୍ରଦର୍ଶନ କରିଛନ୍ତି ।
#WATCH | Air show underway by IAF's Surya Kiran Aerobatic Team over the Narendra Modi Stadium, in Ahmedabad
#ICCCricketWorldCup23 #INDvsAUSfinal pic.twitter.com/t9jZY7WFxV
— ANI (@ANI) November 19, 2023
#Suryakiran Aerobatic team in the sky now 😍🇮🇳#INDvsAUSfinal #Worldcupfinal2023 pic.twitter.com/3osAALJOMX
— Joginder Singh 🇮🇳 (@Guru_Burman) November 19, 2023
IAF's Suryakiran team performs Aerobatic Show over Narendra Modi Stadium ahead of India vs Australia in the ICC Cricket World Cup 2023 Final
Video Credit: Hotstar pic.twitter.com/EZLyUwOuBd
— Kushagra Tiwari (@Kushagra_sanjiv) November 19, 2023
VIDEO | India vs Australia, World Cup 2023 Final: Indian Air Force performs air show over Narendra Modi Stadium in Ahmedabad, Gujarat.
(Full video available on PTI Videos - https://t.co/n147TvrpG7)#INDvsAUSfinal #ICCWorldCup2023 pic.twitter.com/OOrzxdvAZ4
— Press Trust of India (@PTI_News) November 19, 2023
VIDEO | India vs Australia, World Cup 2023 Final: Indian Air Force performs air show over Narendra Modi Stadium in Ahmedabad, Gujarat.
(Full video available on PTI Videos - https://t.co/n147TvrpG7)#INDvsAUSfinal #ICCWorldCup2023 pic.twitter.com/OOrzxdvAZ4
— Press Trust of India (@PTI_News) November 19, 2023
Air show at the #WorldCup2023Final #INDvsAUS #INDvsAUSfinal #Worldcupfinal2023 pic.twitter.com/7NonhNlVNc
— Ankan Kar (@AnkanKar) November 19, 2023
Flash:
Latest visuals of the Suryakiran Aerobatic team on the move to put on an air display at #NarendraModiStadium. #Ahmedabad #INDvAUS pic.twitter.com/c6QiiPRrZr
— Yuvraj Singh Mann (@yuvnique) November 19, 2023
ଏହା ସହ ଫାଇନାଲକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବେ । ବଲିଉଡର ସୁନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ଜୋନିତା ଗାନ୍ଧୀ, ଲୋକପ୍ରିୟ ଗୁଜରାଟୀ ଗାୟକ ଆଦିତ୍ୟ ଗନ୍ଧବୀ ଦର୍ଶକଙ୍କ ମନୋରଞ୍ଜନ କରିବେ ।












Click it and Unblock the Notifications