Get Updates
Get notified of breaking news, exclusive insights, and must-see stories!

୧୯ ବର୍ଷରୁ କମ୍‌ ଦିନିକିଆ ବିଶ୍ୱକପ ଉଦଘାଟନୀ ମ୍ୟାଚ: ଭାରତ ଆଗରେ ୧୦୮ ରନ ଟାର୍ଗେଟ୍‌

୧୯ବର୍ଷରୁ କମ୍‌ ଦିନିକିଆ ବିଶ୍ୱକପରେ ଆଜି ଉଦଘାଟନୀ ମ୍ୟାଚରେ ଭାରତ ଓ ଆମେରିକା ମଧ୍ୟରେ ମୁକାବିଲା ହେଉଛି । ୩୫.୨ ଓଭରରେ ସମସ୍ତ ୱିକେଟ ହରାଇ ଭାରତକୁ ୧୦୮ରନର ଟାର୍ଗେଟ ଦେଇଛି ଆମେରିକା । ଜିମ୍ବାୱେର ବୁଲାୱାୟୋର କୁଇନ୍ସ ସ୍ପୋର୍ଟ୍ସ କ୍ଲବରେ ଆଜିର ଖେଳାଯାଉଛି ମ୍ୟାଚ୍‌ । ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ଆୟୁଷ ମାହାତ୍ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସମସ୍ତଙ୍କ ନଜର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିଛି ।

Under-19 World Cup opening match

ଭାରତୀୟ ୧୯ ବର୍ଷରୁ କମ୍ ଅଧିନାୟକ ଆୟୁଷ ମହାତ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଦ୍ୱିତୀୟ ଓଭରରେ ହେନିଲ ପଟେଲ ଅମରିନ୍ଦର ଗିଲ (୧)ଙ୍କୁ ଆଉଟ୍ କରିବା ପରେ ଆମେରିକାର ପ୍ରଥମ ୱିକେଟ୍ ପଡ଼ିଥିଲା। ପରେ ଓପନର ସାହିଲ ଗର୍ଗ ୧୬ ରନ୍ କରି ଦପେଶ ଦେବେନ୍ଦ୍ରନଙ୍କ ବଲରେ ପଡ଼ିଥିଲେ। ଆମେରିକାର ଅଧିନାୟକ ଉତ୍କର୍ଷ ଶ୍ରୀବାସ୍ତବ ସ୍କୋର କରିପାରି ନଥିଲେ, ତାଙ୍କୁ ହେନିଲ ପଟେଲ ବୋଲ୍ଡ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+