ଦକ୍ଷିଣ ଆଫ୍ରିକାର ଏହି ଖେଳାଳି ହନୁମାନଙ୍କ ବଡ଼ ଭକ୍ତ, ବ୍ୟାଟ୍ ରେ ଲେଖାଅଛି ‘ଓଁ'
ବର୍ତ୍ତମାନ ବିଶ୍ୱକପ୍ ମହାସମର ଚାଲିଥିବା ବେଳେ ଗତକାଲିର ମ୍ୟାଚ୍ ଥିଲା ରୋମାଞ୍ଚକର । ଗତକାଲି ମ୍ୟାଚ୍ ରେ ନେଦରଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକାକୁ 38 ରନରେ ପରାସ୍ତ କରିଛି ।
ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ ହାରିଥିଲେ ମଧ୍ୟ ଗତକାଲି ପଡ଼ିଆରେ କେଶବ ମହାରାଜଙ୍କ ବ୍ୟାଟ୍ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ବିଦେଶୀ ଖେଳାଳି କେଶବ ମହାରାଜଙ୍କ ବ୍ୟାଟ୍ ରେ 'ଓଁ' ଲେଖିଥିବା ଦେଖିବାକୁ ମିଳିଥିଲା, ଯାହାକି ଖବରର ଶିରୋନାମା ପାଲଟିଥିଲା । ସୋସିଆଲ ମିଡିଆ ତଥା ଇଣ୍ଟରନେଟ୍ ରେ ତାଙ୍କ ବ୍ୟାଟ୍ ର ଫଟୋ ଭାଇରାଲ ହେବାରେ ଲାଗିଛି ।

ଆପଣ ଭାବୁଥିବେ, କେଶବ ଜଣେ ବିଦେଶ ଖେଳାଳି ହୋଇ ମଧ୍ୟ ତାଙ୍କ ବ୍ୟାଟ୍ ରେ 'ଓଁ' କିପରି ଲେଖାଯାଇଛି । ଆମେ ଆପଣଙ୍କୁ କହି ରଖୁଛୁ କେଶହବ ହେଉଛନ୍ତି ଜଣେ ହିନ୍ଦୁ । ଉତ୍ତରପ୍ରଦେଶର ସୁଲତାନପୁର ସହ ତାଙ୍କର ସମ୍ପର୍କ ରହିଛି ।
Meet South Africa cricketer keshav maharaj.
The bat that Keshav uses has the sacred word Om 🕉️ written on it.
Even though Keshav settled in South Africa, his deep faith in Sanatan tradition and Hindu religion.
hat's off#Netherlands#SAvsNED pic.twitter.com/VIcJnxxZcx
— Dhruv Tripathi (@Dhruv_tr108) October 17, 2023
ତାଙ୍କ ପୂର୍ବଜ 1874 ମସିହାରେ ଡରବାନ ଯାଇ ସେଠାକାର ବାସିନ୍ଦା ହୋଇଯାଇଥିଲେ । ଦୀର୍ଘ ବର୍ଷ ହେବ ସାଉଥ ଆଫ୍ରିକାରେ ରହିଲେ ମଧ୍ୟ କେଶବଙ୍କ ହୃଦୟରେ ଏବେ ବି ଭାରତ ପାଇଁ ଭଲ ପାଇବା ଓ ସମ୍ମାନ ରହିଛି । କେଶବ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରୁଥିବାବେଳେ ସେ ହନୁମାନଙ୍କର ମଧ୍ୟ ଜଣେ ବଡ଼ ଭକ୍ତ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications