IPL 2024: 16 ତମ ମ୍ୟାଚ୍ ରେ ମୁହାଁମୁହିଁ ହେବେ ଦିଲ୍ଲୀ-କଲିକତା
IPL 2024: ଆଇପିଏଲର 17 ତମ ସଂସ୍କରଣ ଜାରି ରହିଛି । ଆଜି (ବୁଧବାର) ଖେଳାଯିବ ଚଳିତ ସିଜିନର 16 ତମ ମ୍ୟାଚ୍ । ବିଶାଖାପାଟଣା ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଦିଲ୍ଲୀ କ୍ୟାପିଟାଲ୍ସ -କୋଲକାତା ନାଇଟ ରାଇଡର୍ସ । ରାତି 8ଟାରେ ଖେଳାଯିବ ଏହି ମୁକାବିଲା ।

ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଲକାତା ନାଇଟ୍ ରାଇଡର୍ସ 2 ମ୍ୟାଚ୍ ଖେଳି 2 ଟି ଜିତିବା ସହ 4 ପଏଣ୍ଟ ପାଇଛି । ସେହିପରି ଦିଲ୍ଲୀ 3 ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ହାସଲ କରି 2 ପଏଣ୍ଟ ପାଇଛି ।












Click it and Unblock the Notifications