ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍
2020 ଶେଷ ପରେ ବୁଧବାର ଭାରତୀୟ କ୍ରିକେଟ୍ ଟିମ୍ ଏବଂ କୋଚ୍ ରବି ଶାସ୍ତ୍ରୀ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି | ଏନେଇ ବିସିସିଆଇ ପକ୍ଷରୁ ଏକ ଟ୍ୱିଟ୍ କରି ସୂଚନା ଦିଆଯାଇଛି | ଏଥିରେ ଲେଖାଯାଇଛି 'ଟିମ୍ ଇଣ୍ଡିଆ ଇଜ୍ ବ୍ୟାକ୍' |
ନୂଆଦିଲ୍ଲୀ : ଆଇପିଏଲ୍ - 2020 ଶେଷ ପରେ ବୁଧବାର ଭାରତୀୟ କ୍ରିକେଟ୍ ଟିମ୍ ଏବଂ କୋଚ୍ ରବି ଶାସ୍ତ୍ରୀ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି | ଏନେଇ ବିସିସିଆଇ ପକ୍ଷରୁ ଏକ ଟ୍ୱିଟ୍ କରି ସୂଚନା ଦିଆଯାଇଛି | ଏଥିଲେ ଲେଖାଯାଇଛି 'ଟିମ୍ ଇଣ୍ଡିଆ ଇଜ୍ ବ୍ୟାକ୍' |
#TeamIndia is BACK!
Let's embrace the new normal 💪#AUSvIND pic.twitter.com/csrQ3aVv21
— BCCI (@BCCI) November 11, 2020













Click it and Unblock the Notifications