କୋଭିଡରେ ପ୍ରାଣ ହରାଇଲେ ପୂର୍ବତନ ରଣଜୀ ଖେଳାଳି

ଓଡ଼ିଶାର ପୂର୍ବତନ ରଣଜୀ ଖେଳାଳି ତଥା ଓଡ଼ିଶା ରଣଜୀ ଟ୍ରଫି ଚୟନକର୍ତ୍ତା ରବି ନାରାୟଣ ପଣ୍ଡାଙ୍କର ଦେହାନ୍ତ ହୋଇଛି । କୋଭିଡ ସଂକ୍ରମଣ ହେତୁ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ରଣଜୀ ଖେଳାଳି ତଥା ଓଡ଼ିଶା ରଣଜୀ ଟ୍ରଫି ଚୟନକର୍ତ୍ତା ରବି ନାରାୟଣ ପଣ୍ଡାଙ୍କର ଦେହାନ୍ତ ହୋଇଛି । କୋଭିଡ ସଂକ୍ରମଣ ହେତୁ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି ।

Rabi narayan panda

ସୂଚନା ଅନୁଯାୟୀ, ନିକଟରେ ସେ ତାଙ୍କର 31 ବର୍ଷୀୟ ପୁଅକୁ ହରାଇଥିବା ବେଳେ ତାଙ୍କ ପତ୍ନୀ କରୋନାରେ ସଂକ୍ରମିତ ହୋଇ ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶ୍ରୀ ପଣ୍ଡାଙ୍କ ପୁଅ ଯକୃତ ରୋଗରେ ପିଡିତ ଥିଲେ ।

ସେ ଜଣେ ବିଚକ୍ଷଣ ବ୍ୟାଟ୍ସମ୍ୟାନ୍ ହେବା ସଙ୍ଗେସଙ୍ଗେ ୭70 ଦଶକରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ଖେଳିଥିଲା ବେଳେ 80 ଦଶକରେ ଇଷ୍ଟ୍ ଜୋନରୁ କ୍ୟାପଟେନ୍ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+