Get Updates
Get notified of breaking news, exclusive insights, and must-see stories!

Cricket World Cup 2023: ପ୍ରଥମ ମ୍ୟାଚରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଅପରାହ୍ନରେ ନେଦରଲ୍ୟାଣ୍ଡ କୁ ବେଟିବ ବାଂଲାଦେଶ

Cricket World Cup 2023: ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ରେ ଆଜି ରହିଛି ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ହିମାଚଳ ପ୍ରଦେଶର ଧର୍ମଶାଳାରେ ଖେଳାଯାଉଛି ଏହି ମ୍ୟାଚ୍ । ଟସ୍‌ ଜିତି ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ ।

world cup 2023

ଏହା ପରେ ନେଦରଲ୍ୟାଣ୍ଡ ଓ ବାଂଲାଦେଶ ମଧ୍ୟରେ ରହିଛି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ । ନେଦରଲ୍ୟାଣ୍ଡ ବନାମ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଅପରାହ୍ନ 2 ଟାରୁ କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଖେଳାଯିବ । 1:30 ରେ ଟସ୍ କରାଯିବ । କୋଲକାତାରେ ଏହା ପ୍ରଥମ ମ୍ୟାଚ୍ ହେବ ।

ବାଂଲାଦେଶର ସାମ୍ଭାବ୍ୟ ଏକାଦଶ

ତାନଜିଦ୍ ହାସନ୍, ଲିଟନ୍ ଦାସ, ନାଜମୁଲ ହୁସେନ୍ ଶାନ୍ତୋ, ଶାକିବ ଅଲ୍ ହସନ୍ (ଅଧିନାୟକ), ମେହେଦି ହାସନ୍ ମିରାଜ, ମୁଶଫିକୁର ରହୀମ (ୱିକେଟ୍ କିପର), ମହମୁଦୁଲ୍ଲା, ନାସୁମ୍ ଅହମ୍ମଦ, ମୁସ୍ତାଫିଜୁର ରହମାନ, ଶୋରିଫୁଲ ଇସଲାମ, ତସ୍କିନ୍ ଅହମ୍ମଦ

ନେଦରଲ୍ୟାଣ୍ଡ ସମ୍ଭାବ୍ୟ ଏକାଦଶ

ବିକ୍ରମଜିତ୍ ସିଂହ, ମ୍ୟାକ୍ସ ଓ'ଡାଉଡ୍, କଲିନ୍ ଆକ୍କର୍ମନ୍, ବେସ୍ ଡି ଲିଡେ, ତେଜା ନିଡାମାନୁରୁ, ସ୍କଟ୍ ଏଡୱାର୍ଡସ୍ (c, wk), ସାଇବ୍ରାଣ୍ଡ୍ ଏଙ୍ଗେଲବ୍ରେଚ୍, ଲୋଗାନ୍ ଭାନ୍ ବିକ୍, ରୁଲୋଫ୍ ଭାନ୍ ଡେର୍ ମେରୱେ, ଆର୍ଯ୍ୟନ୍ ଦତ୍ତ, ପଲ୍ ମେକେରେନ୍

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+