Get Updates
Get notified of breaking news, exclusive insights, and must-see stories!

World Cup 2023: ନ୍ୟୁଜିଲାଣ୍ଡ ଆଗରେ ଅଷ୍ଟ୍ରେଲିଆର ବିଶାଳ ସ୍କୋର, ନେଦରଲ୍ୟାଣ୍ଡ ବିପକ୍ଷରେ ବ୍ୟାଟିଂ କରୁଛି ବାଂଲାଦେଶ

World Cup 2023: ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ରେ ଆଜି ଦୁଇଟି ମ୍ୟାଚ୍ ଖେଳାଯାଉଛି । ପ୍ରଥମ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ କୁ ଭେଟିଛି । ହିମାଚଳ ପ୍ରଦେଶର ଧର୍ମଶାଳାରେ ଖେଳାଯାଉଛି ଏହି ମ୍ୟାଚ୍ । ଟସ୍‌ ଜିତି ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ।

world cup 2023

କଙ୍ଗାରୁ ଦଳ ଧୁଆଁଧାର ବ୍ୟାଟିଂ କରି 49.2 ଓଭରରେ ସମସ୍ତ ୱିକେଟ୍ ହରାଇ 388 ରନ୍ ର ବିଶାଳ ସ୍କୋର କରିଛନ୍ତି । ଟ୍ରାଭିସ୍ ହେଡ୍ 67 ବଲରେ 7 ଟି ଛକା ଓ 10 ଟି ଚୌକା ବଳରେ 109 ବ୍ୟକ୍ତିଗତ ସ୍କୋର କରିଥିବା ବେଳେ ଡେଭିଡ୍ ୱାର୍ଣ୍ଣର 65 ବଲରେ 81 ରନ୍ କରିଛନ୍ତି । ସେହିପରି ଗେନ୍ ମାକ୍ସୱେଲ୍ ମାତ୍ର 24 ବଲରେ 41 ରନ୍ କରିବା ସହ କଙ୍ଗାରୁ ଦଶଳ ନ୍ୟୁଜିଲାଣ୍ଡକୁ 389 ରନ୍ ର ବିଜୟ ଲକ୍ଷ୍ୟ ଦେଇଛି ।

ସେହିପରି ନ୍ୟୁଜିଲାଣ୍ଡ ପକ୍ଷରି ଟ୍ରେଣ୍ଚ ବୋଲ୍ଡ ଓ ଗ୍ଲେନ୍ ଫିଲିପ୍ସ 3 ଟି ଲେଖାଏଁ ୱିକେଟ୍ ପାଇଥିବା ବେଳେ ସାଣ୍ଟନର 2 ଟି ୱିକେଟ୍ ପାଇଛନ୍ତି ।

ଅପରପକ୍ଷରେ କୋଲ୍‌କାତାର 'ଇଡେନ୍‌ ଗାର୍ଡେନ୍‌ ଷ୍ଟାଡିୟମ୍‌'ରେ ନେଦରଲ୍ୟାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି ଅନ୍ୟ ଏକ ମ୍ୟାଚ୍ । ଏହି ମ୍ୟାଚ୍ ରେ ଟସ୍‌ ଜିତି ନେଦର୍‌ଲାଣ୍ଡ୍‌ସ୍‌ର ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡସ୍‌ ପ୍ରଥମେ ବାଂଲାଦେଶ ବିପକ୍ଷରେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+