Get Updates
Get notified of breaking news, exclusive insights, and must-see stories!

Asian Games 2023: ଶେଷ ଦିନରେ ସ୍ୱର୍ଣ୍ଣ ବର୍ଷା, 6 ସ୍ୱର୍ଣ୍ଣ ଗୋଟିଏ ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ

Asian Games 2023: ଏସୀୟ ଗେମ୍ସରେ ଇତିହାସ ରଚୁଛି ଭାରତ । ଭାରତର ପଦକ ତାଲିକା ବଢିବାରେ ଲାଗିଛି । ବିଭିନ୍ନ କ୍ରୀଡ଼ାରେ ଭାରତର ମେଡାଲ ସଂଖ୍ୟା 100 ପାର୍ ହୋଇଛି ।

asian games 2023

ଆଜି ଗୋଟିଏ ଦିନରେ ଭାରତକୁ ମିଳିଲାଣି 6 ସ୍ୱର୍ଣ୍ଣ । ପୁରୁଷ କ୍ରିକେଟ, ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ଗୋଲ୍ଡ ମେଡାଲ ମିଲିଛି । ସେହିପରି ପୁରୁଷ ଓ ମହିଳା କବାଡ଼ି ଟିମ୍ ବି ହାତେଇଛନ୍ତି ସ୍ୱର୍ଣ୍ଣ ପଦକ । ଏହା ବାଦ୍ ତୀର ଚାଳନାରେ 2ଟି ଗୋଲ୍ଡ ହାତେଇଛି ଭାରତ । ସେହିଭଳି ମହିଳା ହକିରେ ଭାରତ ଦଳକୁ ବ୍ରୋଞ୍ଜ୍‌ ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ରେସଲିଂରେ ଦୀପକ ପୁନିଆ ରୌପ୍ୟ ପଦକ ହାସଲ କରିବା ପରେ ଭାରତ ଖାତାରେ ମୋଟ 105 ଟି ମେଡାଲ ଯୋଡ଼ି ହୋଇଛି ।

ଭାରତର ପଦକ ତାଲିକା-

ଭାରତ ଏଯାବତ 28 ସ୍ୱର୍ଣ୍ଣ ପଦ, 36 ଟି ରୌପ୍ୟ ଏବଂ 41 ଟି ବ୍ରୋଞ୍ଜ ପଦକ ଜିତି ସାରିଛି ।

1951 ରୁ ଆରମ୍ଭ ହୋଇଥିବା ଏସିଆନ୍ ଗେମ୍ସ ପ୍ରତିଯୋଗିତାରେ ପ୍ରଥମ କରି ଭାରତୀୟ ପ୍ରତିଯୋଗୀମାନେ ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି । କେବଳ 2018 ରେ ଜାକାର୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଭାରତକୁ 70 ଟି ପଦକ ମିଳିଥିଲା । ଏଥିରେ 16 ସ୍ୱର୍ଣ୍ଣ ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+