Get Updates
Get notified of breaking news, exclusive insights, and must-see stories!

କାର୍ଯ୍ୟକୁ ଫେରିଲେ ପାଣ୍ତିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ

Odisha News: ୬ ମାସ ପରେ କାର୍ଯ୍ୟକୁ ଫେରିଲେ ପାଣ୍ତିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ । ୬ ମାସ ଛୁଟିରେ ରହିବା ପରେ ସେ ପୁଣି ଗତକାଲି ୬ ମାସ ଛୁଟି ପାଇଁ ଆବେଦନ କରିଥିଲେ ହେଲେ ରାଜ୍ୟ ସରକାର ତାଙ୍କର ଏହି ବର୍ଦ୍ଧିତ ଛୁଟି ଆବେଦନକୁ ଖାରଜ କରିବା ସହ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ ।

VK Pandian

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବିଜେଡି ନିର୍ବାଚନ ହାରିବା ଏବଂ ରାଜ୍ୟରେ ବିଜେପି ସରକାର ଆସିବା ପରେ ମେ'ରୁ ଛଅ ମାସ ଛୁଟି ନେଇଥିଲେ ସୁଜାତା । ୬ ମାସ ପୂରିବା ପରେ ସେ ଗତକାଲି ଆଉ ୬ ମାସ ନିଜ ଛୁଟି ବୃଦ୍ଧି କରିବା ପାଇଁ ଆବେଦନ କରିଥିଲେ । ହେଲେ ରାଜ୍ୟ ସରକାର ତାଙ୍କ ଆବେଦନକୁ ଖାରଜ କରିବା ସହ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ । ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଚିଠି ଲେଖି ସୁଜାତାଙ୍କ ଆବେଦନ ରାଜ୍ୟ ସରକାର ଖାରଜ କରିଥିବା ନେଇ ସୂଚନା ଦେଇଥିଲେ ।

ସୂଚନାଥାଉ ଯେ, ବିଜେଡି ସରକାର ସମୟରେ ଭିକେ ପାଣ୍ତିଆନଙ୍କ ପତ୍ନୀ ସୁଜାତା ପାଣ୍ତିଆନ ଅଖଣ୍ତ ପ୍ରଭାବର ଅଧିକାରିଣୀ ଥିଲେ । ହେଲେ ବଜେଡିର ପରାଜୟ ପରେ ସୁଜାତା ନିଜ ଝଅଙ୍କ ଦଶମ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଆଦେଦନ କରିଥିଲେ ଯାହକୁ ତତଦାଳୀନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଅନୁମୋଦନ କରିଥିଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+