Get Updates
Get notified of breaking news, exclusive insights, and must-see stories!

ଉପରାଷ୍ଟ୍ରପତି ନିର୍ବାଚନ 2022: ଜଗଦୀପ ଧନଖର ଉପ ରାଷ୍ଟ୍ରପତି ନିର୍ବାଚିତ

ଶେଷ ହେଲା ଉପ ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି । ମିଳିତ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗେରେଟ ଅଲଭାଙ୍କୁ ପରାଜିତ କରି ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି NDA ପ୍ରାର୍ଥୀ ଜଗଦୀପ ଧନଖର ।

ନୂଆଦିଲ୍ଲୀ: ଶେଷ ହେଲା ଉପ ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି । ମିଳିତ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗେରେଟ ଅଲଭାଙ୍କୁ ପରାଜିତ କରି ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି NDA ପ୍ରାର୍ଥୀ ଜଗଦୀପ ଧନଖର । ଧନଖରଙ୍କୁ ମୋଟ 528 ଖଣ୍ଡ ଭୋଟ ମିଳିଛି । ଯାହା ମୋଟ ଭୋଟର 72.8 ପ୍ରତିଶତ ।

dhankar

ସେହିପରି ଧନଖରଙ୍କ ପ୍ରତିଦ୍ବନ୍ଦୀ ତଥା ମିଳିତ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ମିଳିଛ ମାତ୍ର 182 ଭୋଟ । ଅଲଭା ପାଇଥିବା ଭୋଟ ପ୍ରତିଶତ ହେଉଛି ମାତ୍ର 25.1 ପ୍ରତିଶତ । ସେହିପରି ବିଭିନ୍ନ କାରଣରୁ 15ଟି ଭୋଟ ନାକଚ ହୋଇଯାଇଥିବା ସୂଚନା ମିଳିଛି । ସଂଧ୍ୟାରେ ଭୋଟିଂ ସରିବା ପରେ ଗଣତି ପ୍ରକ୍ରିୟା ଜାରି ରହିଥିଲା । ସକାଳ 10ଟାରେ ଆରମ୍ଭ ହୋଇଥିଲା ମତଦାନ । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+