UP Election 2022 Phase 1 Live: ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତ ମତଦାନ
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 11 ଜିଲ୍ଲାର 58ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ମୁଖ୍ୟତଃ ଏହି ଆସନ ଗୁଡିକ ପଶ୍ଚିମ ଉତ୍ତରପ୍ରଦେଶର।
ଲକ୍ଷ୍ନୌ: ତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 11 ଜିଲ୍ଲାର 58ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ମୁଖ୍ୟତଃ ଏହି ଆସନ ଗୁଡିକ ପଶ୍ଚିମ ଉତ୍ତରପ୍ରଦେଶର। କୋଭିଡ ନିର୍ଦେଶବଳୀ ମଧ୍ୟରେ ହେଉଥିବା ଯୋଗୁଁ ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିଲା । ରାଜ୍ୟରେ 7ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ମାର୍ଚ୍ଚ 10 ତାରିଖ ଦିନ ଭୋଟ ଗଣତି ହେବ।

ଉତ୍ତରପ୍ରଦେଶ ନିର୍ବାଚନ ଏବଂ ମତଦାନ ସମ୍ବନ୍ଧରେ ଟିକିନିଖି ଖବର ପାଇଁ ଯୋଡି ହୋଇ ରୁହନ୍ତୁ ୱାନଇଣ୍ଡିଆ ଓଡିଆ ସହିତ...
READ MORE














Click it and Unblock the Notifications