ପୁଣି ବଢ଼ିଲା ମେଣ୍ଟ ଚର୍ଚ୍ଚା, ଡାକରା ପାଇ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତେ ପାଖଉଛି , ରାଜ୍ୟ ରାଜନୀତି ରାଜନିତୀ ସେତେ ଉଷ୍ମ ହେବାରେ ଲାଗିଛି । ଆଉ ତାହା ସହିତ ରାଜ୍ୟରେ ଗତ କିଛି ଦିନ ହେବ ବିିଜେପି-ବିଜେଡି ମେଣ୍ଟକୁ ନେଇ ହେଉଥିବା ଚର୍ଚ୍ଚା ଥମିବାର ନାଁ ଧରୁନି । ଆଉ ଆଜି ପୁଣି ରାଜ୍ୟରେ ମେଣ୍ଟକୁ ନେଇ ବଢ଼ିଲା ଚର୍ଚ୍ଚା । ମେଣ୍ଟ ଚର୍ଚ୍ଚା ଭିତରେ ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି । ଡାକରା ପାଇଁ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ଟିମ୍ ।

କରା ପାଇ ସନ୍ଧ୍ୟାରେ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ନେତୃତ୍ୱ । ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଦିଲ୍ଲୀ ଯାଇଛନ୍ତି ।

Manmohan Samal

ପୂର୍ବରୁ ମେଣ୍ଟ ଚର୍ଚ୍ଚା ଭିତରେ ମନମୋହନ ସାମଲ ଓ ବିଜୟ ପାଲ ସିଂ ତୋମାରଙ୍କ ବୟାନ ମେଣ୍ଟ ଚର୍ଚ୍ଚାକୁ ଥଣ୍ଡା ପକାଇ ଦେଇଥିଲା । ମମମୋହନ ସାମଲ ଓ ତୋମାର କହିଥିଲେ କି ରାଜ୍ୟରେ ବିଜେପି ଏକାକୀ ଲଢିବ । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି । ଏବେ ପୁଣି ଦିଲ୍ଲୀରୁ ଡାକରା ଆସିଛି । ଆଉ ରାଜ୍ୟ ବିଜେପି ନେତୃତ୍ୱ ଦିଲ୍ଲୀ ଯିବା ପରେ ମେଣ୍ଟକୁ ନେଇ ବଢ଼ିଛି ଚର୍ଚ୍ଚା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+