ତେଲେଙ୍ଗାନାର ବିଧାନସଭା ନିର୍ବାଚନ: ସକାଳ ୧୧ଟା ସୁଦ୍ଧା ୨୦.୬୪% ଭୋଟ୍
Telangana Assembly Election 2023: ଆଜି ସକାଳ 7 ଟାରୁ ତେଲେଙ୍ଗାନାର 119 ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ଭୋଟିଂ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଜାରି ରହିବ । ଭୋଟ୍ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡିସେମ୍ବର 03 ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେଲେଙ୍ଗାନାର 35, 655 ମତଦାନ କେନ୍ଦ୍ରରେ 3 କୋଟି 26 ଲକ୍ଷରୁ ଅଧିକ ଭୋଟର ନିଜ ନେତା ବାଛିବେ ।
ସୂଚନା ଅନୁସାରେ 12 ହଜାରରୁ ଅଧିକ ମତଦାନ କେନ୍ଦ୍ର ସମ୍ବେଦନଶୀଳ ଘୋଷିତ ହୋଇଛି। ତେଲେଙ୍ଗାନାରେ ଭୋଟ୍ 2,290 ପ୍ରାର୍ଥୀ ମୈଇଦାନରେ ଉଲ୍ଲାହିଛନ୍ତି । ଯେଉଁମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ତାଙ୍କ ମନ୍ତ୍ରୀ-ପୁଅ କେଙ୍କ ସମେତ ତେଲେଙ୍ଗାନାରେ ମୋଟ ଟି ରାମା ରାଓ, କଂଗ୍ରେସ ରାଜ୍ୟ ସଭାପତି ଏ. ରେଭନ୍ତ ରେଡ୍ଡୀ ଏବଂ ବିଜେପିର ଲୋକସଭା ସଦସ୍ୟ ବି. ସଞ୍ଜୟ କୁମାର ଏବଂ ଡି ଅରବିନ୍ଦ ସାମିଲ ଅଛନ୍ତି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ତେଲେଙ୍ଗାନାରେ ସକାଳ 11 ଟା ପର୍ଯ୍ୟନ୍ତ 20.64 ପ୍ରତିଶତ ମତଦାନ ହୋଇଛି । ସେହିପରି ସକାଳ 9 ଟା ପର୍ଯ୍ୟନ୍ତ 8.52 ପ୍ରତିଶତ ଭୋଟିଂ ହୋଇଥିବା ନେଇ ସୂଚନା । ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ମତଦାନ ଯାରି ରହିବ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି ।
#WATCH | Telangana Elections | Actor Chiranjeevi and his family arrive at a polling booth in Jubilee Hills, Hyderabad to cast their votes. pic.twitter.com/gCeuI6IscA
— ANI (@ANI) November 30, 2023
ଅନ୍ୟପଟେ ଅନେତ ସାଉଥ୍ କଳାକାର ଭୋଟ ଦେବା ପାଇଁ ପହଞ୍ଚୁଛନ୍ତି । ଅଭିନେତା ରାଣା ଡଗୁବତି ହାଇଦ୍ରାବାଦର FNCC ରେ ନିଜର ଭୋଟ୍ ଦେଇଛନ୍ତି, ସେହିପରି ଆଲୁ ଅର୍ଜୁନ, ଜୁନିୟର ଏନଟିଆର୍, ନାଗା ଚୈତନ୍ୟା, ଭେଙ୍କଟେଶ ଡଗଗୁବତୀ, ଅଭିନେତା ଚିରଞ୍ଜିବିଙ୍କ ପରି କଳାକାର ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିବାର ଦେଖିବା ପାଇଁ ମିଳିଛି ।
#WATCH | Actor Rana Daggubati arrives to cast his vote at FNCC in Hyderabad during Telangana elections pic.twitter.com/pZVtDIxrO1
— ANI (@ANI) November 30, 2023












Click it and Unblock the Notifications