ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର; ଦେଲା ୯ ଗ୍ୟାରେଣ୍ଟି
ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଦେଲା ୯ ଗ୍ୟାରେଣ୍ଟି । କୃଷି ଋଣ ଛାଡ଼, ଧାନ କୁଇଣ୍ଟାଲ ୩ ହଜାର, ଚାଷୀଙ୍କୁ ୨ ହଜାର ଭତ୍ତା
ଘରୋଇ ଉପଭୋକ୍ତାଙ୍କୁ ୨ ଶହ ୟୁନିଟ ବିଜୁଳି ଦେୟ ଛାଡ଼ ଘୋଷଣା, ୫ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି, ବେକାରୀ ଭତ୍ତା ମାସିକ ୩ ହଜାର ଘୋଷଣା କରିଛି କଂଗ୍ରେସ ।
ବିଜେପି 'ମୋଦି ଗ୍ୟାରେଣ୍ଟି' ଦେଇଥିବା ବେଳେ କଂଗ୍ରେସ ବି ଏହାକୁ ଚେକ୍ ଦେବାକୁ ଚେଷ୍ଟା କରି 'କଂଗ୍ରେସ ଗ୍ୟାରେଣ୍ଟି' କହି ୧୦ଟି ଗ୍ୟାରେଣ୍ଟି ଲଞ୍ଚ୍ କରିଛି। ଫୋକସରେ ରହିଛି ମହିଳା, କୃଷକ, ଯୁବକ ଯୁବତୀ, SHG।

- ବୋନସ୍ ସହ ଧାନ ଏମଏସପି ୩୦୦୦ ଟଙ୍କା, କୃଷିଋଣ ଛାଡ, କୃଷକଙ୍କ ପାଇଁ ମାସିକ ପେନସନ ୨୦୦୦ ଟଙ୍କା
- ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ଦେୟ ଛାଡ
- ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା
- ଏସଏଚଜିକୁ ବ୍ୟାଙ୍କ ଋଣ ଛାଡ, ଚିଟଫଣ୍ଡ ଅର୍ଥ ଫେରସ୍ତ
- ଗୃହଲକ୍ଷ୍ମୀ ଯୋଜନାରେ ଘରର ମହିଳା ମୁଖ୍ୟଙ୍କୁ ୨୦୦୦ ଟଙ୍କା ଭତ୍ତା
- ପ୍ରତି ପରିବାରକୁ ମାସିକ ୫୦୦ ଟଙ୍କାରେ ସିଲିଣ୍ଡର
- ସମସ୍ତଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା
- ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା
- କ୍ଷମତାକୁ ଆସିଲେ ୧୦୦ ଦିନ ଭିତରେ ରାଜ୍ୟରେ ଜାତିଭିତ୍ତିକ-ସାମାଜିକ,ଆର୍ଥିକ ସର୍ଭେ ଆରମ୍ଭ ଏବଂ ଅନୁସୂଚିିତ ଜାତି/ଜନଜାତିଙ୍କୁ ୩୫ କିଲୋ ଚାଉଳ ସହିତ ୧ କେଜି ଡାଲି, ୧ ଲିଟର ତେଲ, ୧ କେଜି ଲୁଣ ଓ ୨୫୦ ଗ୍ରାମ ହଳଦୀ ଦିଆଯି












Click it and Unblock the Notifications