ବିଜେପି ଛାଡି କଂଗ୍ରେସରେ ଫେରିଲେ ସୋନାଲି ସାହୁ

Sonali Sahu Ouits BJP: ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନିତୀରେ ଉସ୍ମତା ଦେଖିବା ପାଇଁ ମିଳିଛି । ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି ସୋନାଲି ସାହୁ । ସେ ନିଜ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଖବର ଅନୁସାରେ, ସେ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି । ଚର୍ଚ୍ଚା ହେଉଥିଲା ଯେ, ସୋନାଲି ସାହୁ ବିଜେପିରେ ଯୋଗ ଦେଇପାରନ୍ତି ହେଲେ ବର୍ତ୍ତମାନ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ହୋଇଛି । ସୋନାଲି ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ।

Sonali Sahu

ସୋନାଲି ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ, ସେ ଗତ ୫ ବର୍ଷ ହେବ ଦଳର ପକ୍ଷରୁ ଦିଆଯାଉଥିବା ସମସ୍ତ କାର୍ଯ୍ୟ ସଠିକ୍ ଭାବରେ ତୁଳାଇ ଆସିଛନ୍ତି । ହେଲେ ଏହି ଦଳ ଅର୍ଥାତ୍ ବିଜେପି ମହିଳା ସପକ୍ଷବାଦୀ ନୁହେଁ, ଏଠି ମହିଳାଙ୍କୁ ଅଧିକାର ଦିଆଯାଏ ନାହିଁ ଏପରିକି ସମ୍ମାନ ମଧ୍ୟ ମିଳେନାହିଁ । ସେଥିପାଇଁ ସେ ଦଳ ଛାଡିବାର ନିଷ୍ପତ୍ତି ନେଇଛନ୍ତି । ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ।

Sonali Sahu

ସୂଚନାଥାଉ ଯେ, ୨୦୨୯ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ସୋନାଲି । ଆଜି ପୁଣି ନିଜ ପରିବାରକୁ ଫେରିଛନ୍ତି ବୋଲି କହିଛନ୍ତି ସୋନାଲି ସାହୁ । ସେ ଆହୁରି କହିଛନ୍ତି,

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+