ରାଜନୀତିରୁ ସନ୍ୟାସ ନେବେ ଶରଦ ପାଓ୍ବାର!

Sharad Pawar: ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ରାଜନୀତିରେ ବଡ଼ ପରିବର୍ତ୍ତନ । ଯାହାକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି । ବର୍ତ୍ତମାନ ଖବର ରହିଛି ଏନସିପି ନେତା ଶରଦ ପାୱାର ରାଜନୀତିରୁ ଅବସର ନେଇ ପାରନ୍ତି ଏନେଇ ସେ ନିଜେ ସଙ୍କେତ ଦେଇଛନ୍ତି । ତେବେ ଅଜିତ ପାୱାର ତାଙ୍କ ଅବସର ନେଇ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି।

Sharad Pawar

ଏନସିପି-ଏସସିପି ମୁଖ୍ୟ ଶରଦ ପାୱାର ତାଙ୍କ ଅବସରକୁ ନେଇ ସଙ୍କେତ୍ ଦେଇ କରିଛନ୍ତି, ବର୍ତ୍ତମାନ ନୂତନ ଲୋକଙ୍କୁ ନିର୍ବାଚିତ କରାଯିବା ଉଚିତ ବୋଲି । 84 ବର୍ଷ ବୟସରେ ମଧ୍ୟ ଶରଦ ପାୱାର ରାଜନୀତିରେ ବହୁତ ସକ୍ରିୟ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+