ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସସ୍ମିତ ପାତ୍ର

କ୍ରମଗତ ତୀୟ ଥର ପାଇଁ ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସସ୍ମିତ ପାତ୍ର । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆଜି ଓଡ଼ିଆରେ ଶପଥ ପାଠ କରିଥିଲେ ସାଂସଦ ସସ୍ମିତ ପାତ୍ର।

ନୂଆଦିଲ୍ଲୀ: କ୍ରମଗତ ତୀୟ ଥର ପାଇଁ ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସସ୍ମିତ ପାତ୍ର । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆଜି ଓଡ଼ିଆରେ ଶପଥ ପାଠ କରିଥିଲେ ସାଂସଦ ସସ୍ମିତ ପାତ୍ର।

Sasmit Patra

ରାଜ୍ୟସଭା ନିର୍ବାଚନ ପାଇଁ ଖାଲି ପଡ଼ିଥିବା ୩ଟି ଆସନରେ ବିଜେଡିରୁ ମାନସ ମଙ୍ଗରାଜ, ସୁଲତା ଦେଓ ଓ ସସ୍ମିତ ପାତ୍ର ନିର୍ବାଚିତ ହୋଇଥିଲେ। ପୂର୍ବରୁ ମାନସ ମଙ୍ଗରାଜ ଓ ସୁଲତା ଦେଓ ରାଜ୍ୟସଭାର ସଦସ୍ୟ ଭାବେ ଶପଥ ନେଇଥିବା ବେଳେ ଆଜି ବିଜେଡିର ସସ୍ମିତ ପାତ୍ର ଶପଥ ନେଇଛନ୍ତି।

ଅନ୍ୟପଟେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଆଜି ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠନ କରିଛନ୍ତି। ଏଥିରେ ବିଜେଡି ରାଜ୍ୟସଭା ସାଂସଦ ଡ଼ ସସ୍ମିତ ପାତ୍ର ସ୍ଥାନ ପାଇଛନ୍ତି। ହସ୍ତଗତ ସୂଚନା ଅନୁସାରେ ଏହି ପ୍ୟାନେଲରେ ଡ଼ ସସ୍ମିତ ପାତ୍ରଙ୍କ ସମେତ ଭୁବନେଶ୍ୱର କଲିତା, ଇନ୍ଦୁ ବାଲା ଗୋସ୍ୱାମୀ, ଡ଼ ଏଲ୍‍ ହନୁମନ୍ଥାଇୟା, ତିରୁଚି ଶିବ. ଭି ବିଜୟସାଇ ରେଡ୍ଡୀ ସ୍ଥାନ ପାଇଛନ୍ତି। ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଡ଼ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+