ଜେଲରୁ ବାହାରିବେ ଆପ ସାଂସଦ ସଞ୍ଜୟ ସିଂ ! ରାଜ୍ୟସଭା ନାମାଙ୍କନ ପତ୍ର କଲେ ଦାଖଲ

Rajya Sabha Nomination: ଜେଲରୁ ବାହାରିଲେ ସଞ୍ଜୟ ସିଂ ! ପୋଲିସ ଗାଡ଼ିରେ ଯାଇ ନାମାଙ୍କନ ପତ୍ର କଲେ ଦାଖଲ । ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଜେଲରୁ ବାହାରି, ପୋଲିସ୍ ଭ୍ୟାନ୍ ରେ ସିଭିଲ୍ ଲାଇନ୍ସରେ ପହଞ୍ଚି ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ସଞ୍ଜୟ ସିଂଙ୍କ ବ୍ୟତୀତ ପୂର୍ବତନ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତି ମାଲିୱାଲ ମଧ୍ୟ ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜାନୁଆରୀ 19 ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ AAP ତିନି ଜଣଙ୍କୁ ଦିଲ୍ଲୀରୁ ପ୍ରାର୍ଥୀ ଘୋଷଣା କରିଛି।

Sanjay Singh

ଦିଲ୍ଲୀରେ ମୋଟ 3 ଟି ରାଜ୍ୟସଭା ଆସନ ଅଛି। ବର୍ତ୍ତମାନ ତିନୋଟି ଆସନରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ଅଛନ୍ତି। ଏହି ସାଂସଦମାନଙ୍କ ମଧ୍ୟରେ ସଞ୍ଜୟ ସିଂ, ନାରାୟଣ ଦାସ ଗୁପ୍ତା ଏବଂ ସୁଶୀଲ କୁମାର ଗୁପ୍ତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି। ଏହି ସମସ୍ତ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଜାନୁଆରୀ 27 ରେ ଶେଷ ହେବାକୁ ଯାଉଛି। ରାଜ୍ୟସଭା ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଜାନୁଆରୀ 19 ରେ ନିର୍ବାଚନ ଅନୁଷ୍ଠିତ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+