NDAରେ ସାମିଲ ହେଲେ ଲାଭରେ ରହିବେ ନବୀନ: ରାମଦାସ ଅଠାୱାଲେ

ନବୀନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଅଫର । NDAରେ ସାମିଲ ହୁଅନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ NDAରେ ସାମିଲ ହେବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ।

ଭୁବନେଶ୍ୱର: ନବୀନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଅଫର । NDAରେ ସାମିଲ ହୁଅନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ NDAରେ ସାମିଲ ହେବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ।

CM Naveen Patnaik

ଭୁବନେଶ୍ୱର ଆସିଥିବା କେନ୍ଦ୍ରମନ୍ତ୍ରୀ ଅଠାୱାଲେ କହିଛନ୍ତି ଯେ, ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରାଇବାରେ ବିଜେଡି ସହଯୋଗ କରିଛି । ୨୦୨୪ ବେଳକୁ NDAରେ ଯୋଡ଼ି ହେଲେ ଲାଭରେ ରହିବେ ନବୀନ । ଓଡିଶାକୁ ଅଧିକ ବଜେଟ ଦେଇ ପାରନ୍ତି ମୋଦି ସରକାର ବୋଲି ସେ କହିଛନ୍ତି ।

୨୦୨୪ରେ ଏନଡିଏ ୨୦୧୯ର ରେକର୍ଡ ଭାଙ୍ଗିବ । ନୀତିଶ ଏନଡିଏ ଛାଡିଛନ୍ତି ସତ ହେଲେ ଏନଡିଏ ତାଙ୍କୁ ଛାଡିନି । ୨୦୨୪ ବେଳକୁ ସେ ପୁଣି ଫେରି ପାରନ୍ତି । ଯଦି ନ ଫେରିଲେ ତଥାପି ଏନଡିଏ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ୨୦୨୪ରେ ନିର୍ବାଚନରେ ୩୫୦ରୁ ଅଧିକ ସିଟ ପାଇବ ଏନଡ଼ିଏ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+