ଜୁନ 10 ରେ ରାଜ୍ୟସଭା ନିର୍ବାଚନ ନେଇ ବିଜ୍ଞପ୍ତି ଜାରି

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଖାଲି ହେଉଥିବା 3 ଟି ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଖାଲି ହେଉଥିବା 3 ଟି ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ 10 ତାରିଖରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଲା।
ଓଡିଶାର 3ଟି ଆସନରେ ହେବ ନିର୍ବାଚନ । କାର୍ଯ୍ୟକାଳ ସରୁଥିବା 3 ସଦସ୍ୟଙ୍କ ସ୍ଥାନ ପୂରଣ ପାଇଁ ହେବ ନିର୍ବାଚନ । ଏନ ଭାସ୍କର ରାଓ , ସସ୍ମିତ ପାତ୍ର , ପ୍ରସନ୍ନ ଆଚାର୍ଯ୍ୟଙ୍କ ସରୁଛି କାର୍ଯ୍ୟକାଳ ।

Rajya sabha

ଜୁନ 1ରେ ନାମାଙ୍କନ ଯାଞ୍ଚ ପରେ 3ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ହେବ । ଆବଶ୍ୟକ ହେଲେ ଜୁନ 10 ତାରିଖରେ ହେବ ଭୋଟ ଗ୍ରହଣ। ସେହିଦିନ ଅପରାହ୍ନ 5ଟାରେ ପ୍ରକାଶ ପାଇବ ମତଦାନର ଫଳାଫଳ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+