Get Updates
Get notified of breaking news, exclusive insights, and must-see stories!

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ବିଧାୟକଙ୍କ ବଡ ବୟାନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଡ ବୟାନ ଦେଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ପ୍ରକଳ୍ପ କାମ ଶୀଘ୍ର ଶେଷ କରିବାକୁ ଦାବି କରିଛନ୍ତି ।

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଡ ବୟାନ ଦେଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ପ୍ରକଳ୍ପ କାମ ଶୀଘ୍ର ଶେଷ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି, ସେ କାମକୁ ବିରୋଧ କରୁନାହାଁନ୍ତି । ପ୍ରକଳ୍ପ କାମକୁ ସମର୍ଥନ କରୁଛନ୍ତି । ଜଗନ୍ନାଥ ମନ୍ଦିର କାମକୁ ନେଇ ରାଜନୀତି ନହେଉ । ଭାରତ ସରକାର ଓ ରାଜ୍ୟ ସରକାର ମିଶି କାମକୁ ସାରି ଦିଅନ୍ତୁ । ବିବାଦ ଭିତରକୁ ଟାଣିଲେ ମନ୍ଦିରର ଓ ପୁରୀର କ୍ଷତି ହେବ ।

Puri MLA

ଶ୍ରୀମନ୍ଦିର ପରିକ୍ରମା ପ୍ରକଶ୍ପ ସହ ସ୍ୱର୍ଗଦ୍ୱାର ନବୀକରଣ ପ୍ରକଳ୍ପ, ଇଣ୍ଡୋର ଷ୍ଟାଡିୟମ, ଶ୍ରୀଜଗନ୍ନାଥ ମେଡିକାଲ କଲେଜ, ଶ୍ରୀସେତୁ କୋଷ୍ଟାଲ ହାଇୱେ ଭଳି ପ୍ରକଳ୍ପ ଗୁଡିକ ମଧ୍ୟ କାର୍ଯ୍ୟକ୍ଷମ ହୋଇଥିବା କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ।

ଉଲ୍ଲେଖଥାଉ କି, ଗତକାଲି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ସହ ଜୟନ୍ତ ଷଡଙ୍ଗୀ ଯାଇଥିଲେ । ଦୁଇଦିନ ପୂର୍ବରୁ କହିଥିଲେ, ଏହି କାମରେ କେହି ଖୁସି ନାହାଁନ୍ତି, ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ । ହେଲେ ଆଜି ଏମିତି ବୟାନ ଦେବା ଚର୍ଚ୍ଚାର ବିଷୟ ପାଲଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+