ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହେଲେ ପ୍ରଦୀପ ପୁରୋହିତ

ଆଗାମୀ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହେଲେ ପ୍ରଦୀପ ପୁରୋହିତ । ଏନେଇ ସୂଚନା ଦେଲେ ବିଧାୟିକା କୁସୁମ ଟେଟେ । ଆସନ୍ତା ୧୪ରେ ପ୍ରଦୀପ ନାମାଙ୍କନ ଭରିବେ ବୋଲି କହିଲେ ଜୟନାରାୟଣ ମିଶ୍ର ।

ଭୁବନେଶ୍ୱର: ଆଗାମୀ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହେଲେ ପ୍ରଦୀପ ପୁରୋହିତ । ଏନେଇ ସୂଚନା ଦେଲେ ବିଧାୟିକା କୁସୁମ ଟେଟେ । ଆସନ୍ତା ୧୪ରେ ପ୍ରଦୀପ ନାମାଙ୍କନ ଭରିବେ ବୋଲି କହିଲେ ଜୟନାରାୟଣ ମିଶ୍ର ।

Pradeep Purohit

ବିଜେପି ପଦ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଲେ ବିଜେଡି ଏବଂ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ନିର୍ବାଚନକୁ ଆଉ ଖୁବ୍ କମ୍ ଦିନ ରହିଛି । ଡେସେମ୍ବର ୫ତାରିଖରେ ହେବ ମତଦାନ । ୮ତାରିଖରେ ହେବ ଭୋଟ ଗଣତି । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନୋମିନେସନ୍ । ତେଣୁ ପ୍ରାର୍ଥୀ ଘୋଷଣା ପାଇଁ ବିଜେଡି ଏବଂ କଂଗ୍ରେସ ହାତରେ ରହିଛି ମାତ୍ର ୬ ଦିନ । ୧୮ ତାରିଖରେ ଦାଖଲ ହେବ ନାମାଙ୍କନ ପତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+