ଫୁଲବାଣୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

PM Marathon Campaign Today: ଫୁଲବାଣୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜୟ ସଂକଳ୍ପର ସମାବେଶରେ ଯୋଗଦେଲେ ପ୍ରଧାନମନ୍ତ୍ରୀ । କନ୍ଧମାଳ ଷ୍ଟାଡିୟମରେ ବିଜେପି ପକ୍ଷରୁ ହେଉଛି ବିଜୟ ସଂକଳ୍ପର ସମାବେଶ । ସକାଳ ୧୦ଟା ୩୦ରେ ଗୁଦାରୀ ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ ମୋଦୀ । ଏଠି ସଭା ଶେଷ ହେବା ପରେ କନ୍ଧମାଳ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ମୋଦୀ ।

PM Marathon Campaign

ଏହାପରେ ମଧ୍ୟାହ୍ନ ୧୨ ବାଜିକି ୫ ମିନିଟରେ ବଲାଙ୍ଗିର ପଥରଚେପାସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ ୧୨.୫୫ ପର୍ଯ୍ୟନ୍ତ ଜନସଭାକୁ ଉଦବୋଧନ ଦେବେ । ଏହାପରେ ସେଠାରୁ ବରଗଡ଼ ଗସ୍ତ କରିବେ ମୋଦୀ । ୧ଟା ୪୫ରେ ବଗଗଡ଼ର ବରାହାଗୁ଼ଡ଼ା ଟୋଲଗେଟ୍ ନିକଟସ୍ଥ ବିକାଶ ଭିନଟେଜ ପଡିଆରେ ବିଶାଳ ଜନସଭାରେ ଉଦବୋଧନ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+