Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ, ବଡ଼ ପଦ ମାଗିଲେ ପବନ କଲ୍ୟାଣ

Pawan Kalyan Seeks Deputy CM Post: ଖୁବ ଶୀଘ୍ର ଆନ୍ଧ୍ରପ୍ରଦେଶରେ ନୂତନ ସରକାର ଗଠନ ହେବାକୁ ଯାଉଛି। ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଚଳିତ ମାସ 12 ତାରିଖରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏଥିସହ ଚନ୍ଦ୍ରବାବୁ ନାଇଡୁ ସରକାରରେ କେଉଁ ନେତାଙ୍କୁ ସ୍ଥାନ ମିଳି ତାହା ଉପରେ ରହିଛି ସମସ୍ତଙ୍କ ନଜର । ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣଙ୍କୁ ସରକାରରେ ଏକ ବଡ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ପବନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ପଦ ମାଗିଥିବା ନେଇ ଦାବି କରାଯାଉଛି । ଅଭିନେତା ତଥା ରାଜନେତା ପବନ କଲ୍ୟାଣ ନିଜ ଦଳ ପାଇଁ ୫ଟି କ୍ୟାବିନେଟ ପଦବୀ ଏବଂ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରୁଛନ୍ତି । ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ଚଳିତ ଥର ଜନସେନାର ୨୧ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି ।

Pawan Kalyan

ଅଭିନେତା ତଥା ରାଜନେତା ପୱନ କଲ୍ୟାଣ YSR କଂଗ୍ରେସ ପ୍ରତିଦ୍ୱନ୍ଦୀ ଭଙ୍ଗା ଗୀତାଙ୍କୁ ପ୍ରାୟ ୭୦ ହଜାର ଭୋଟରେ ପରାସ୍ତ କରିଥିଲେ ଏବଂ ପିଥାପୁରମ୍ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+