ନୟାଗଡ଼ରେ କଂଗ୍ରେସ ଟିମ୍ : ପରୀ ବାପା-ମାଙ୍କ ସହ ଆଲୋଚନା
ପରୀ ପରିବାରକୁ ଭେଟିଛି କଂଗ୍ରେସ
ନୟାଗଡ଼ : ପରୀ ପରିବାରକୁ ଭେଟିଛି କଂଗ୍ରେସ । ନୟାଗଡ଼ରେ ପରୀ ପରିବାରକୁ ଭେଟିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାର ସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ତାରା ପ୍ରସାଦ ବାହିନିପତି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନେକ ବରିଷ୍ଠ ନେତା ।













Click it and Unblock the Notifications