ପଦ୍ମପୁର ଉପନିର୍ବାଚନ ରେଜଲ୍ଟ 2022: ତୃତୀୟ ରାଉଣ୍ତରେ ବିଜେଡି ଆଗୁଆ, ଦେଖନ୍ତୁ କିଏ ପାଇଲା କେତେ ଭୋଟ୍
ପଦ୍ମପୁର ଉପନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ତୃତୀୟ ରାଉଣ୍ତରେ ବିଜେଡି ଆଗୁଆ । ୩ୟ ରାଉଣ୍ତ ସୁଦ୍ଧା ୫୭୬୬ ଖଣ୍ତ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ।
ପଦ୍ମପୁର ଉପନିର୍ବାଚନ: ପଦ୍ମପୁର ଉପନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ତୃତୀୟ ରାଉଣ୍ତରେ ବିଜେଡି ଆଗୁଆ । ୩ୟ ରାଉଣ୍ତ ସୁଦ୍ଧା ୫୭୬୬ ଖଣ୍ତ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ଅଛନ୍ତି ।

ସେହିପରି ଦ୍ୱିତୀୟ ରାଉଣ୍ତରେ ମଧ୍ୟ ଆଗରେ ରହିଥିଲା ବିଜେଡି । ୩୦୭୦ ଖଣ୍ତ ଭୋଟରେ ଆଗୁଆ ଥିବା ନେଇ ସୂଚନା ରହିଛି । ୩,୬୧୯ ଖଣ୍ତ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ଦ୍ୱିତୀୟ ରାଉଣ୍ତରେ ବର୍ଷାଙ୍କୁ ୫ହଜାର ୯୭ଭୋଟ୍, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩ ହଜାର ୧୯୦ ଭୋଟ୍ ଏବଂ କଂଗ୍ରେସ୍ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୬୦ ଭୋଟ୍ ମିଳିଛି ।












Click it and Unblock the Notifications