For Quick Alerts
Turn On Notification  
For Daily Alerts
Oneindia App Download

କୋଟିଆରେ ସିଲେକ୍ସନ ନୁହେଁ ହେବ ଇଲେକ୍ସନ

କୋଟିଆରେ ସିଲେକ୍ସନ ନୁହେଁ ଇଲେକ୍ସନ ହେବ । ମୈଦାନରେ ଦୁଇ ସ୍ଵାଧୀନ ପ୍ରାର୍ଥୀ। ସର୍ବଦଳୀୟ ପ୍ରାର୍ଥୀ ଭାବେ ମମତା ଜାନୀ ଜିଲ୍ଲା ପରିଷଦ ଲଢୁଥିବାବେଳେ ତାଙ୍କ ବିରୋଧରେ ଅଛନ୍ତି ଟିକାଇ ଗେମେଲ।

|

ଭୁବନେଶ୍ୱର: କୋଟିଆରେ ସିଲେକ୍ସନ ନୁହେଁ ଇଲେକ୍ସନ ହେବ । ମୈଦାନରେ ଦୁଇ ସ୍ଵାଧୀନ ପ୍ରାର୍ଥୀ। ସର୍ବଦଳୀୟ ପ୍ରାର୍ଥୀ ଭାବେ ମମତା ଜାନୀ ଜିଲ୍ଲା ପରିଷଦ ଲଢୁଥିବାବେଳେ ତାଙ୍କ ବିରୋଧରେ ଅଛନ୍ତି ଟିକାଇ ଗେମେଲ।

Kotia

ସର୍ବଦଳୀୟ ଉଦ୍ୟମ ଫେଲ୍ ହେବା ପରେ କୋଟିଆରେ ନିର୍ବାଚନ ହେବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ପୂର୍ବରୁ ୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସାବିନା ଗୁଡ଼ିଆ ପ୍ରାର୍ଥୀପତ୍ର ପତ୍ୟାହାର କରିଥିବା ବେଳେ ଟିକାଇ ଗେମେଲ ନିଜ ଜିଦରେ ଅଟଳ ରହିଲେ। ସର୍ବ ଦଳୀୟ ପ୍ରାର୍ଥୀ ପତ୍ର ଭାବେ ମମତା ଜାନୀ ଜ଼ିଲ୍ଲା ପରିଷଦ ପାଇଁ ଲଢ଼ୁଥିବା ବେଳେ ଟିକାଇ ଗେମେଲ ସ୍ୱାଧୀନ ପ୍ରାଥି ନିମନ୍ତେ ଲଢ଼ିବେ।

ଟିକାଇ ଗେମେଲଙ୍କୁ ପ୍ରାର୍ଥୀପତ୍ର ପତ୍ୟାହାର କରିବା ପାଇଁ ଚାପ ସୃଷ୍ଟି କରିବା ସହିତ ୫ଲକ୍ଷ ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ଟିକାଇ ଗେମେଲ ପ୍ରାର୍ଥୀପତ୍ର ପତ୍ୟାହାର ନ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ପ୍ରକାଶ କରିଛନ୍ତି। ସ୍ୱାଧୀନ ପ୍ରାର୍ଥୀକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରେ ସର୍ବଦଳୀୟ ନେତା ବିଫଳ ହୋଇଛନ୍ତି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
odisha panchayat election in Kotia
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X