ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ୱାର୍ଡ଼ ସଂରକ୍ଷଣ ଚିଠା ତାଲିକା

ପ୍ରକାଶ ପାଇଛି ପୌର ନିର୍ବାଚନ ଓ୍ବାର୍ଡ଼ ସଂରକ୍ଷଣ ଚିଠା ତାଲିକା । କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଓ୍ବାର୍ଡ଼ ସଂରକ୍ଷଣର ଚିଠା ତାଲିକା ପ୍ରକାଶ ପାଇଛି ।

ଭୁବନେଶ୍ବର: ପ୍ରକାଶ ପାଇଛି ପୌର ନିର୍ବାଚନ ଓ୍ବାର୍ଡ଼ ସଂରକ୍ଷଣ ଚିଠା ତାଲିକା । କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଓ୍ବାର୍ଡ଼ ସଂରକ୍ଷଣର ଚିଠା ତାଲିକା ପ୍ରକାଶ ପାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ଏହି ତାଲିକା ଉପରେ ଆପତ୍ତି ଅଭିଯୋଗ ପାଇଁ ୧୦ ଦିନ ସମୟ ଦିଆଯାଇଛି । ପୂର୍ବରୁ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ସଂରକ୍ଷଣ ଚୁଡ଼ାନ୍ତ ହୋଇଛି ।

Odisha Municipal Election

ରାଜ୍ୟରେ ଥିବା ୫ଟି ମହାନଗର ମଧ୍ୟରୁ ରାଉରକେଲା ଓ ସମ୍ବଲପୁରକୁ ବାଦ୍ ଦେଇ ୩ଟି ମହାନଗରର ଓ୍ବାର୍ଡ଼ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ତେବେ କେତେକ ସ୍ଥାନରେ ସଂରକ୍ଷଣକୁ ନେଇ ଆଶାୟୀ ଚିନ୍ତାରେ ଅଛନ୍ତି । ଡ଼ିସେମ୍ବର ୨୯ ତାରିଖରେ ୩ ମହାନଗର ନିଗମର ଚୁଡ଼ାନ୍ତ ଓ୍ବାର୍ଡ଼ ସଂରକ୍ଷଣ ତାଲିକା ପ୍ରକାଶ ପାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+