ଶେଷ ହେଲା ସପ୍ତମ ପର୍ଯ୍ୟାୟ ନିର୍ବାଚନ
Lok Sabha Election Phase 7:ଶେଷ ହୋଇଛି ସାତ ପର୍ଯ୍ୟାୟ ବ୍ୟାପି ସାଧାରଣ ନିର୍ବାଚନ ୨୦୨୪ । ସପ୍ତମ ପର୍ଯ୍ୟାୟ ମତଦାନ ଶେଷ ହେବାପରେ ଭାରତର ନିର୍ବାଚନ ଆୟୋଗ ସମସ୍ତ ହିତାଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଜି ଓଡ଼ିଶାରେ ୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଥିଲା ।
ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ରେର୍କଡ ହୋଇଛି । ସୁରୁଖୁରରେ ମତଦାନ ହୋଇଥିବା ବେଳେ କିଛି ସ୍ଥାନରେ ଅସ୍ୱାଭିବକ ପରିସ୍ଥିତି ଦେଖାଦେଇଥିଲା । ବାଲେଶ୍ୱର ୬୧.୯୪ ପ୍ରତିଶତ ହୋଇଥିବା ବେଳେ ଭଦ୍ରକରେ ୫୬.୬୮ ପ୍ରତିଶତ ମତଦାନ ହୋଇଛି । ଜଗତସିଂହପୁର ରେ ୬୪.୩୧ ପ୍ରତିଶତ ,ଯାଜପୁର ୬୨.୯୨ ପ୍ରତିଶତ ,କେନ୍ଦ୍ରାପଡା ୫୯.୮୯ ପ୍ରତିଶତ ମୟୁରଭଂଜ ୬୩.୯୭ ପ୍ରତିଶତ ମତଦାନ ଗ୍ରହଣ ହୋଇଛି ।

ସେପଟେ ପଶ୍ଚିମବଙ୍ଗରେ ସର୍ବାଧିକ ଭୋଟ୍ ୫୮.୩୪ ପ୍ରତିଶତ ରେକର୍ଡ ହୋଇଛି । ଦେଶରେ ସବୁଠୁ ଅଧିକ ଭୋଟ ପ୍ରତିଶତ ପଶ୍ଚିମବଙ୍ଗରେ ହୋଇଥିବାବେଳେ ବିହାରରେ ସର୍ବନିମ୍ନ ଭୋଟ୍ ରେକର୍ଡ କରାଯାଇଛି । ବିହାର - ୪୮.୮୬% ଚଣ୍ଡିଗଡ଼ - ୬୨.୮୦% ହିମାଚଳ ପ୍ରଦେଶ - ୬୬.୫୬% ପଞ୍ଜାବ - ୫୫.୨୦% ଝାଡଖଣ୍ଡ - ୬୭.୯୫% ଓଡିଶା - ୬୨.୪୬% ଉତ୍ତରପ୍ରଦେଶ -୫୪.୦୦% ପଶ୍ଚିମବଙ୍ଗ -୬୯.୮୯% ଭୋଟ ଗ୍ରହଣ ହୋଇଛି ।
ପଶ୍ଚିମବଙ୍ଗରେ ରେକର୍ଡ ହେଲା ସର୍ବାଧିକ ଭୋଟ
ରାଜ୍ୟରେ ସନ୍ଧ୍ୟା ୫ସୁଦ୍ଧା ୬୨.୪୬% ମତଦାନ
ପ୍ରିଜାଇଡିଂ ଅଫିସର ନିଲମ୍ବିତ
ସାଲେପୁରରେ ବିଜେପି ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ପନିକିରେ ବିଜେଡି କର୍ମୀଙ୍କ ଆକ୍ରମଣ
ଭୋଟ ଦେଲେ ଆୟଷ୍ମାନ ଖୁରାନା
#WATCH | Actor Ayushmann Khurrana shows the indelible ink mark on his finger after voting at a polling booth in Chandigarh.
He says, "I came back to my city to cast my vote and exercise my right...Mumbai recorded a very low voter turnout this time but we should cast our… pic.twitter.com/7UTPNGCMl1
— ANI (@ANI) June 1, 2024
ଭୋଟ ଦେଲେ ମିସା ଭାରତୀ
#WATCH | Bihar: RJD candidate from Patliputra Lok Sabha constituency Misa Bharti cast her vote at a polling booth in Patna. #LokSabhaElections2024 pic.twitter.com/b66UpltAz5
— ANI (@ANI) June 1, 2024
ଭୋଟ୍ ଦେଲେ ନୀତୀଶ କୁମାର
#WATCH | Bihar CM Nitish Kumar leaves after casting his vote at a polling booth in Bakhtiyarpur. #LokSabhaElections2024 pic.twitter.com/2qogPy72zU
— ANI (@ANI) June 1, 2024












Click it and Unblock the Notifications