ଝାରସୁଗୁଡ଼ା ଉପନିର୍ବାଚନ:ଜାଣନ୍ତୁ ୧୫ ରାଉଣ୍ତର ଫଳାଫଳ
ଝାରସୁଗୁଡ଼ା:ଝାରସୁଗୁଡ଼ା ଉପନିର୍ବାଚନରେ ୧୫ ରାଉଣ୍ତ ସୁଦ୍ଧା ମଧ୍ୟ ବିଜେଡି ଆଗୁଆ । ବିଜେଡିର ଦୀପାଳି ଦାସ ୪୦, ୧୨୫ ଭୋଟରେ ଆଗରେ ଅଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ବିଜେପି ଏବଂ ଶେଷର ରହିଛି କଂଗ୍ରେସ ।

୧୫ ରାଉଣ୍ତରେ ବିଜେଡି ୫ ହାଜର ୬୦୩ ଖଣ୍ତ ଭୋଟ୍ ପାଇଥିବା ବେଳେ ବିଜେପି ପାଇଛି ୩ ହଜାର ୬୩୯ ଖଣ୍ତ ଭୋଟ୍ । ସେହିପରି କଂଗ୍ରେସକୁ ମିଳିଛି ମାତ୍ର ୧୬୬ ଖଣ୍ତ ଭୋଟ୍ ।












Click it and Unblock the Notifications