ଝାରସୁଗୁଡ଼ା ଉପନିର୍ବାଚନ:୧୩ ରାଉଣ୍ତ ସୁଦ୍ଧା ବିଜେଡି ଆଗୁଆ
ଝାରସୁଗୁଡ଼ା:ଝାରସୁଗୁଡ଼ା ଉପନିର୍ବାଚନରେ ୧୩ ରାଉଣ୍ତ ସୁଦ୍ଧା ବିଜେଡି ଆଗୁଆ । ବିଜେଡିର ଦୀପାଳି ଦାସ ୩୪, ୨୯୫ ଭୋଟରେ ଆଗରେ ଅଛନ୍ତି । ଦ୍ୱିତୀୟ ସ୍ଥାନରେ ବିଜେପି ଏବଂ ଶେଷର ରହିଛି କଂଗ୍ରେସ । ୧୩ ରାଉଣ୍ତ ସୁଦ୍ଧା ବିଜେଡି 76984, ବିଜେପି 32689 ଏବଂ କଂଗ୍ରେସ 3664 ଖଣ୍ତ ଭୋଟ୍ ପାଇଛି ।













Click it and Unblock the Notifications