ଝାରସୁଗୁଡ଼ାରେ:ଦଶମ ରାଉଣ୍ତ ସୁଦ୍ଧା ବିଜେଡି ଆଗୁଆ
ଝାରସୁଗୁଡ଼ାରେ:ଝାରସୁଗୁଡ଼ା ଉପନିର୍ବାଚନର ଆସିଲା ଦଶମ ରାଉଣ୍ତର ଫଳାଫଳ । ଦଶମ ରାଉଣ୍ତ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି । ଦଶମ ରାଉଣ୍ଡ ସୁଦ୍ଧା ବିଜେଡ଼ି 57650, ବିଜେପି 32166 ଏବଂ କଂଗ୍ରେସ 3066 ଭୋଟ ପାଇଛନ୍ତି । ବିଜେଡିର ଦୀପାଳି ଦାସ ୨୫,୪୮୪ ଭୋଟରେ ଆଗୁଆ ରହିଛନ୍ତି ।
ତେବେ ଦସମ ରାଉଣ୍ତ ସୁଦ୍ଧା ବିଜେଡିର ଦୀପାଳି ଦାସ ୨୫,୪୮୪ ଭୋଟରେ ଆଗୁଆ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ବିଜେପି, ତୃତୀୟ ସ୍ଥାନରେ କଂଗ୍ରେସ ରହିଛି । ସେହିପରି ନବମ ଏବଂ ଅଷ୍ଟମ ରାଉଣ୍ତରେ ମଧ୍ୟ ବିଜେପି ଆଗରେ ରହିଥିଲା ।

ଝାରସୁଗୁଡ଼ା ଉପନିର୍ବାଚନ 11 ରାଉଣ୍ତ ଶେଷ ସୁଦ୍ଧା ବିଜେଡି 28 ହଜାର 170 ଖଣ୍ତ ଭୋଟରେ ଆଗୁଆ ଅଛି । 11 ରାଉଣ୍ତରେ ବିଜେଡି 5 ହଜାର 908 ଖଣ୍ତ ଭୋଟ ପାଇଥିବା ବେଳେ ବିଜେପି ପାଇଛି 3 ହଜାର 222ଘଣ୍ତ ଭୋଟ ଏବଂ କଂଗ୍ରେସକୁ ମାତ୍ର 142 ଖଣ୍ତ ଭୋଟ୍ ମିଳିଛି ।












Click it and Unblock the Notifications