Get Updates
Get notified of breaking news, exclusive insights, and must-see stories!

ଅନୁସୂଚୀତ ଜାତିର ଉନ୍ନତି ପାଇଁ କେବଳ ପ୍ରତିଶ୍ରୁତି ଦେଇ ପ୍ରତାରଣା କେନ୍ଦ୍ର ଓ ରାଜ୍ୟ: ନିରଞ୍ଜନ

ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗର କାର୍ଯ୍ୟକାରୀ କମିଟି ବୈଠକ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଭୁବନେଶ୍ବର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗର କାର୍ଯ୍ୟକାରୀ କମିଟି ବୈଠକ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପିସିସି ଅନୁସୂଚୀତ ଜାତି ବିଭାଗର ଅଧ୍ୟକ୍ଷ ବାଙ୍କନିଧି ବେହେରା ଓ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ ।

Congress Bhavan

ତେବେ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡ଼ି ସରକାରଙ୍କର ଅନୁସୂଚୀତ ଜାତି ବିଭାଗର ଲୋକମାନଙ୍କର ଉନ୍ନତି ନିମନ୍ତେ କୌଣସି ଅବଦାନ ନାହିଁ । ଆଜି ବି ରାଜ୍ୟର ଅନୁସୂଚୀତ ଜାତି ଓ ଜନଜାତି ବର୍ଗ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅବହେଳିତ ବୋଲି ନିରଞ୍ଜନ କହିଛନ୍ତି ।

ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ କହିଲେ ଯେ, ଅନୁସୂଚୀତ ଜାତି ଓ ଜନଜାତି ମାନଙ୍କର ଉନ୍ନତି ବିନା ଦେଶର ପ୍ରଗତି ଅସମ୍ଭବ । କଂଗ୍ରେସ ଦଳ ସର୍ବଦା ସେମାନଙ୍କର ସମସ୍ୟାକୁ ସମାଧାନ କରିବା ଦିଗରେ କାର୍ଯ୍ୟକଲେ ଦଳ ପ୍ରତି ସେମାନଙ୍କର ଆନୁଗତ୍ୟ ରହିବ ବୋଲି ସେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+