Get Updates
Get notified of breaking news, exclusive insights, and must-see stories!

ବଜେଟ୍ ଅଧିବେଶନ ଆରମ୍ଭ : ଅଭିଭାଷଣ ଦେଲେ ରାଜ୍ୟପାଳ

ଆଜି ଠାରୁ ଆରମ୍ଭ ହୋଉଛି 2021-22ର ବଜେଟ୍ ଅଧିବେଶନ ।

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଉଛି 2021-22ର ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ଗଣେଷୀ ଲାଲ୍ । ଗୃହରେ ପହଞ୍ଚିବା ପୂର୍ବରୁ ରାଜ୍ୟପାଳଙ୍କୁ ବିଧାନସଭା ବାହାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ପରେ ଗୃହ ଭିତରେ ଅଭିଭାଷଣ ଦେଇଥିଲେ ରାଜ୍ୟପାଳ ଗଣେଷୀ ଲାଲ୍ ।
ଷୋଡଶ ଓଡ଼ିଶା ବିଧାନସଭାର ଅଧିବେଶନକୁ ସ୍ୱାଗତ ଜଣାଇ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଥିବା କହିଥିଲେ ରାଜ୍ୟପାଳ ।

ଓଡ଼ିଶା ବିଧାନସଭା

ଏହି ଅବସରରେ ପବିତ୍ର ଗୃହର ସମସ୍ତ ମାନ୍ୟବର ସଦସ୍ୟବୃନ୍ଦ ଓ ଓଡିଶାବାସୀହ୍କୁ ନୂତନ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ଏଥିସହିତ ବଜେଟ୍ ଅଧିବେଶନର ସ୍ୱାଗତ ଭାଷଣ ପୂର୍ବରୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ରାଜ୍ୟର ବରିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଦିବଙ୍ଗତ ବିଧାୟକଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ରାଜ୍ୟପାଳ ।
କଠୋର ତାଲାବନ୍ଦ ଜୀବନ ଜୀବିକାକୁ ପ୍ରଭାବିତ କରିବା ନେଇ ସରକାର ସଚେତନ ଥିଲେ । ଆଗୁଆ ଭତ୍ତା ବଣ୍ଟନ, ଖାଦ୍ୟ ସାମଗ୍ରୀ, ଯୋଗାଣ, ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା କଲେ । କିଲୋ ପିଛା 1 ଟଙ୍କା ଦରରେ 1.36 ଲକ୍ଷ ମେଟ୍ରିକ ଟନ ଚାଉଳ ଯୋଗାଇ ଦେଇଛନ୍ତି ସରକାର । ସଂକ୍ରମଣ ଦେଖା ଦେବା ମାତ୍ରେ ଏହାକୁ ଦୃଢତାର ସହ ମୁକାବିଲା କଲେ ରାଜ୍ୟ ସରକାର ବୋଲି ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+