ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ; ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାର

ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ପ୍ରାର୍ଥୀ ଘୋଷଣାର ୧୧ ଦିନ ପରେ ପୁଣି ପ୍ରାର୍ଥୀ ବଦଳାଇଲା ଦଳ । ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାର ନୂଆ ପ୍ରାର୍ଥୀ । ଏକ୍ସ ଜରିଆରେ ସୂଚନା ଦେଲା ରାଜ୍ୟ କଂଗ୍ରେସ ।

ସେପଟେ ବାରବାଟୀ କଟକରୁ କଂଗ୍ରେସ ପ୍ରାର୍ଥୀ ନେଇ ଚାଲିଛି ମାନସ ମନ୍ଥନ । ମହମ୍ମଦ ମୋକିମଙ୍କ ବଦଳରେ କିଏ ହେବେ ପ୍ରାର୍ଥୀ, ତାକୁ ନେଇ ଚର୍ଚ୍ଚା । ମୋକିମଙ୍କ ବଦଳରେ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି । ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ନିଷ୍ପତ୍ତି ।

Odisha Assembly Elections

ଝିଅର ପ୍ରାର୍ଥିତ୍ୱ ନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ ମିଟିଂ କଲେ ମୋକିମ ।
ଝିଅ ସୋଫିଆକୁ ସାଥିରେ ଧରି ଦଳୀୟ କର୍ମକର୍ତ୍ତାଙ୍କ ସହ ମୋକିମଙ୍କ ମିଟିଂ । ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ ସହମତି, ହାଇକମାଣ୍ଡଙ୍କୁ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି । ଅଦାଲତି ଝିନ୍‌ଝଟ୍‌ ଯୋଗୁଁ ମହମ୍ମଦ ମୋକିମ ପ୍ରାର୍ଥୀ ହୋଇପାରିବେ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+