ବିଜେପି ଛାଡି ବିଜେଡିରେ ସାମିଲ ହୋଇପାରନ୍ତି ବିଦୁସ୍ମିତା ! ବିଜେଡ଼ି ଛାଡ଼ିବା ନେଇ ଜୋର୍ ଧରିଲା ଚର୍ଚ୍ଚା

ବିଜେପି ଛାଡିପାରନ୍ତି ବିଦୁସ୍ମିତା । ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇ ସେ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏଥିପାଇଁ କିଛି ସ୍ପଷ୍ଟ ହୋଇ ନାହିଁ ।

ବିଦୁସ୍ମିତାଙ୍କ ସ୍ୱାମୀ ଅନନ୍ତ କୁମାର ଦାସଙ୍କୁ ୨୦୧୯ରେ ବିଧାୟକ ପ୍ରାର୍ଥୀ କରିଥିଲା ବିଜେପି । ସ୍ୱାମୀଙ୍କ ପାଇଁ ଘର ଘର ବୁଲି ପ୍ରଚାର କରିଥିଲେ ବିଦୁସ୍ମିତା । ଏପରିକି ବିଜେପି ପାଇଁ ଅନେକ ସମୟରେ ବିଦୁସ୍ମିତାଙ୍କୁ ପ୍ରଚାର କରୁଥିବାର ଦେଖିବାକୁ ମିଳେ । କିଛି ଦିନ ପୂର୍ବେ ବିଜେପି ଦଳୀୟ କାର୍ଯ୍ୟାଳୟରେ ବିଦୁସ୍ମିତା ପହଞ୍ଚିଥିବା ବେଳେ ଦଳୀୟ କାର୍ଯ୍ୟକର୍ତ୍ତା ଭଳି କାମ କରିବେ ବୋଲି କହିଥିଲେ ।

bidushmita

ତେବେ ବିଜେପି ଟିକେଟ ନ ମିଳିବା କାରଣରୁ ବିଦୁସ୍ମିତା ଦଳ ଛାଡୁଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ବିଦୁସ୍ମିତାଙ୍କ ସ୍ୱାମୀ ବିଜେପିରେ ଥିବା ବେଳେ ୨୦୧୯ରେ ବିଦୁସ୍ମିତା ବିଜେପିରେ ଯୋଗ ଦେଇଥିଲେ ।

ସେପଟେ ସିଦ୍ଧାନ୍ତ ମହାପାତ୍ର ଓ ଅରିନ୍ଦମ, ଅଭିନେତା ଆକାଶଦାସ ନାୟକ ଓ ଅନୁଭବ ମହାନ୍ତି ବି ବିଜେଡିକୁ କରିଛନ୍ତି ଅଲବିଦା । ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+