ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି; ଆଜିଠୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ଅର୍ଥାତ୍ ଆଜିଠୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ ।ଚଳିତ ମାସ ଅର୍ଥାତ୍ ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ ।

ନାମାଙ୍କନ ପତ୍ର ଯାଞ୍ଚ କାର୍ଯ୍ୟ ନିମନ୍ତେ ଏପ୍ରିଲ ୨୬ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଏପ୍ରିଲ ୨୭ ତାରିଖ ସମୟ ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟ ପାଇଁ ଆସନ୍ତା ୧୩ ତାରିଖରେ ମତଦାନ ହେବ।

ଏହି ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଆସନ ସମେତ ୨୮ଟି ବିଧାନସଭା ଆସନ ନିମନ୍ତେ ନିର୍ବାଚନ ହେବ । ଲୋକସଭା ଆସନଗୁଡିକ ହେଉଛି କଳାହାଣ୍ଡି (୧୧), ନବରଙ୍ଗପୁର (୧୨), ବ୍ରହ୍ମପୁର (୨୦) ଓ କୋରାପୁଟ (୨୧) ।

odisha assembly election

ସେହି ଆସନଗୁଡିକ ହେଉଛି, ୭୧-ନୂଆପଡା, ୭୨-ଖରିଆର, ୭୩-ଉମରକୋଟ, ୭୪-ଝରୀଗାଁ, ୭୫-ନବରଙ୍ଗପୁର, ୭୬-ଡାବୁଗାଁ, ୭୭-ଲାଞ୍ଜିଗଡ଼, ୭୮-ଜୁନାଗଡ଼, ୭୯-ଧର୍ମଗଡ଼, ୮୦-ଭବାନୀପାଟଣା, ୮୧-ନର୍ଲା, ୧୨୭-ଛତ୍ରପୁର, ୧୩୨-ଗୋପାଳପୁର, ୧୩୩-ବ୍ରହ୍ମପୁର, ୧୩୪-ଦିଗପହଣ୍ଡି, ୧୩୫-ଚିକିଟି, ୧୩୬-ମୋହନା, ୧୩୭-ପାରଳାଖେମୁଣ୍ଡି, ୧୩୮-ଗୁଣୁପୁର, ୧୩୯-ବିଶ୍ୱସଂ କଟକ, ୧୪୦-ରାୟଗଡା, ୧୪୧-ଲକ୍ଷ୍ମୀପୁର, ୧୪୨-କୋଟପାଡ଼, ୧୪୩-ଜୟପୁର, ୧୪୪-କୋରାପୁଟ, ୧୪୫-ପଟ୍ଟାଙ୍ଗି, ୧୪୬-ମାଲକାନଗିରି ଓ ୧୪୭-ଚିତ୍ରକୋଣ୍ଡା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+