ତିନି ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା; ଏବେ ମଇଦାନରେ ଅସଲ ଲଢେଇ, କିଏ କରିବ ସରକାର ?

ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ପ୍ରାର୍ଥୀ ଘୋଷଣା । ତିନି ଦଳ ନିଜକୁ ପ୍ରସ୍ତୁତ କଲେଣି। ଆଉ ସବୁ ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବି ଆସିଲାଣି । ଏବେ ମଇଦାନରେ ଟକ୍କର ।

ରାଜ୍ୟର ସମସ୍ତ ଲୋକସଭା ସିଟ୍ ପାଇଁ ବିଜେପି ଆଗୁଆ ପ୍ରାର୍ଥୀ ଘୋଷଣା କରି ଦେଇଥିବାବେଳେ, ବିଜେଡି ମଧ୍ୟ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ସେହିପରି ରାଜ୍ୟର ୮ଟି ଲୋକସଭା ଆସନ ପାଇଁ ଯୋଦ୍ଧା ଘୋଷଣା କରିଛି କଂଗ୍ରେସ ।

ସେହିପରି ବିଜେଡ଼ି ୭୨ ବିଧାନସଭା ଆସନ, ବିଜେପି ୧୧୨ ଆସନ ଓ କଂଗ୍ରେସ ୪୯ ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିଛି।
ତେବେ ଏହାରି ଭିତରେ ରାଜ୍ୟର ୫ଟି ଲୋକସଭା ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଭିତରେ ଲଢେଇ ସ୍ପଷ୍ଟ ହେଇଛି ।

odisha assembly election

କଂଗ୍ରେସ ଘୋଷଣା କରିଥିବା ୮ ଲୋକସଭା କ୍ଷେତ୍ର ପ୍ରାର୍ଥୀଙ୍କ ନାଁ

ବରଗଡ - ସଞ୍ଜୟ ଭୋଇ
ସୁନ୍ଦରଗଡ-ଜନାର୍ଦ୍ଦନ ଦେହୁରୀ
ବଲାଙ୍ଗୀର-ମନୋଜ ମିଶ୍ର
କଳାହାଣ୍ଡି - ଦ୍ରୌପଦୀ ମାଝି
ନବରଙ୍ଗପୁର - ଭୁଜବଳ ମାଝୀ
କନ୍ଧମାଳ -ଅମୀର ଚାନ୍ଦ ନାୟକ
ବ୍ରହ୍ମପୁର -ରଶ୍ମି ରଞ୍ଜନ ପଟ୍ଟନାୟକ
କୋରାପୁଟ - ସପ୍ତଗିରି ସଙ୍କର ଉଲାକା

ବିଜେପିର ୨୧ ପ୍ରାର୍ଥୀ

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରାପଡ଼ା: ବୈଜୟନ୍ତ ପଣ୍ଡା
ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀ
ପୁରୀ: ସମ୍ବିତ ପାତ୍ର
ବାଲେଶ୍ୱର: ପ୍ରତାପ ଷଡ଼ଙ୍ଗୀ
ବ୍ରହ୍ମପୁର: ପ୍ରଦୀପ ପାଣିଗ୍ରାହୀ
ସୁନ୍ଦରଗଡ଼: ଜୁଏଲ ଓରାମ
ବରଗଡ଼: ପ୍ରଦୀପ ପୁରୋହିତ
କେନ୍ଦୁଝର: ଅନନ୍ତ ନାୟକ
ଢେଙ୍କାନାଳ: ରୁଦ୍ର ନାରାୟଣ ପାଣି
ମୟୂରଭଞ୍ଜ: ନବ ଚରଣ ମାଝି
ଭଦ୍ରକ: ଅଭିମନ୍ୟୁ ସେଠୀ
କଳାହାଣ୍ଡି: ମାଳବିକା କେଶରୀ ଦେଓ
ବଲାଙ୍ଗୀର: ସଙ୍ଗୀତା କୁମାରୀ ସିଂ ଦେଓ
ନବରଙ୍ଗପୁର: ବଳଭଦ୍ର ମାଝି
ଜଗତସିଂହପୁର: ବିଭୁପ୍ରସାଦ ତରାଇ
ଆସ୍କା: ଅନୀତା ଶୁଭଦର୍ଶିନୀ
କୋରାପୁଟ: କାଳିରାମ ମାଝୀ ପ୍ରାର୍ଥୀ
ଯାଜପୁର: ରବୀନ୍ଦ୍ର ନାରାୟଣ ବେହେରା
କନ୍ଧମାଳ: ସୁକାନ୍ତ କୁମାର ପାଣିଗ୍ରାହୀ
କଟକ: ଭର୍ତ୍ତୃହରି ମହତାବ

ବିଜେଡି ଲୋକସଭା ପ୍ରାର୍ଥୀ

କଳାହାଣ୍ଡି - ଲମ୍ବୋଧର ନିଆଳ
ସମ୍ବଲପୁର - ପ୍ରଣବ ପ୍ରକାଶ ଦାସ
ସୁନ୍ଦରଗଡ - ଦିଲ୍ଲୀପ ତିର୍କୀ
ମୟୂରଭଞ୍ଜ - ସୁଦାମ ମାର୍ଣ୍ଡି
କେନ୍ଦ୍ରାପଡା - ଅଂଶୁମାନ ମହାନ୍ତି
ନବରଙ୍ଗପୁର - ପ୍ରଦୀପ ମାଝୀ
ଭୁବନେଶ୍ୱର - ମନ୍ମଥ ରାଉତରାୟ
କୋରାପୁଟ - କୌଶଲ୍ୟା ହିକ୍କକା
ଆସ୍କା - ରଞ୍ଜିତା ସାହୁ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+